କଟକ / ଭୁବନେଶ୍ୱର -କଟକ ଓ ଭୁବନେଶ୍ୱର କମିଶନର ପୁଲିସ ପକ୍ଷରୁ 0 ନାଇଟ ପାଳନ ପାଇଁ ଏବେ ଠାରୁ ଆମର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଗଲାଣି, ଗତ କାଲି ଆମେ 20 ରୁ ଉର୍ଦ୍ଧ ଦୁଇ ଚକିଆ ଯାନ ଜବତ କରିଛୁ, କ୍ୟାଣ୍ଟାନମେଣ୍ଟ ଥାନା କେତେ ଗୁଡିକ କାର ଜବତ କରିଛି, ମଦ ଡ୍ରିଂକ୍ସ କରି ଥିବାରୁ ଏହି ଗାଡି ଗୁଡିକ ଧରା ଯାଇଛି, ସହରରେ ବର୍ତମାନ ନାକା ତଥା ବ୍ଲକ ଚେକିଂ ଆରମ୍ଭ ହୋଇଛି, ସହରରେ 10 ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି, ଘରେ ରହି ନୂଆ ବର୍ଷକୁ ସ୍ୱାଗତ କରନ୍ତୁ ବୋଲି କଟଜ ବାସୀ ଙ୍କୁଡିସିପି କହିଛନ୍ତି, ଯଦି କୌଣସି ଅପ୍ରିତିକର ଘଟଣା ଘଟେ ଆମେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ କରିବୁ,

January 16, 2026/
No Comments


