ଭୁବନେଶ୍ବର: ସାନ୍ତାଳୀ ଭାଷାର ପ୍ରଚାରକ ମାଳତୀ ମୁର୍ମୁଙ୍କ ପରଲୋକ ଘଟିଛି। ଅଲଚିକି ଲିପି, ସାନ୍ତାଳୀ ଭାଷା ସାହିତ୍ୟର ପ୍ରଚାରକ ଥିଲେ ମାଳତୀ ମୁର୍ମୁ। ଭୁବନେଶ୍ବରର ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୫୧ ବର୍ଷ ବୟସରେ ଆଖି ବୁଜିଲେ ମାଳତୀ ମୁର୍ମୁ। ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକା ଫାଗୁନର ସମ୍ପାଦିକା ଥିଲେ ମାଳତୀ ମୁର୍ମୁ। ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଚାନ୍ଦୁଆ ତାଙ୍କର ଗ୍ରାମ।

August 12, 2026/
No Comments


