କଟକ ମହାନଦୀ ବିହାର 47 ନଂ ୱାର୍ଡ଼ ରେ ମିଶନ ଶକ୍ତି ଭବନ ନୂଆ ଗୃହ ଉଥଘାଟଣ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ମହାନଗର ନିଗମର ମେୟର ସୁବାଷ ସିଂ, ସିଏମସି କମିଶନର ଶ୍ରୀମତୀ କିରନ୍ଦୀପ କର ସହୋତl, ଡେପୁଟି ମେୟର ଶ୍ରୀମତୀ ଦମୟନ୍ତୀ ମାଝୀ, 47 ନଂ ୱାର୍ଡ଼ କେର୍ପୋରେଟର ଇଂ ସୁବ୍ରତ ଘଡେଇ ଉପସ୍ଥିତ ଥିଲେ, ଏହି ସଭାରେ ମିଶନ ଶକ୍ତି ମହିଳା ମାନଂକ ସଦସ୍ୟ ତଥା ସ୍ଥାନୀୟ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ,ମିଶନ ଗୃହ ଉଥଘାଟଣ ସହିତ ବରିଷ୍ଠ ନାଗରିକଙ୍କ ପାଇଁ ବନ୍ଦେ ବରିଷ୍ଠ ଭବନର ଶୁଭ ଦିଆଯାଇଥୁଲା, 47 ନ ୱାର୍ଡ଼ ରେ ଆଗକୁ ଅନେକ ଯୋଜନା ମାନ ହେବ ବୋଲି ସ୍ଥାନୀୟ କେର୍ପୋରେଟର କହିଛନ୍ତି,



