75 ତମ ସିନିଅର ଜାତୀୟ ବାସ୍କେଟ ବଲ ପ୍ରତିଯୋଗିତା
75 ତମ ଜାତୀୟ ବାସ୍କେଟ ବଲ ପ୍ରତିଯୋଗିତା ଆସନ୍ତା 4 ତାରିଖରୁ ଜବାହlରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଚେନେଇ ଠାରେ, ଅନୁଷ୍ଠିତ ହେବ, ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ସିନିଅର ବିଭାଗର ପୁରୁଷ ତଥା ମହିଳା ଦଳ ଚେନେଇ ଗସ୍ତ କରିଛନ୍ତି, ପୁରୁଷ ବିଭାଗରେ ଯାଇଥିବା ଖେଳାଳି ମାନେ ହେଲେ ଅମିତ ସାମଲ, ସେକ ରିୟାଜ଼, ଅନିବେଶ ସାହୁ, ସାହିଦ ଖାନ, ଶିବଶଙ୍କର ବେହେରା ଆଦିତ୍ୟ ବିକ୍ରମ ପ୍ରଧାନ, ଶରତ ନାୟକ, ହାର୍ଦିକ ପଟନାୟକ ବ୍ରାମାହନନ୍ଦ ବେହେରା, ଲଷ୍ମୀଧର ବାରିକ, ଦିବ୍ୟଜୋତି ମହାପାତ୍ର, ଅଭିଷେକ ପଶୁପାଲକ, ପ୍ରହ୍ଲାଦ ବେହେରା( କୋଚ )ସେହି ଭଳି ମହିଳା ବର୍ଗରେ ଲିଃଜ଼ାଳିନ ଜେନା, ସଂଜିତା ନାୟକ, ଆୟୁଷି ମଲିକ, ତନୁଶ୍ରୀ ଶାସନି, ଶ୍ଵେତା ପ୍ରଧାନ, ତନୁଶ୍ରୀ ମହାନ୍ତି, ସୋହନା ପାତ୍ର, ଚିନ୍ମଇ ରାଣା, ସ୍ଵାଗତିକା ସାହୁ, ବନିତା ଚାରଲେସ, ଅନିଶା ନିଶାନ, ହେମା ସାହୁ, ଶଶିକାନ୍ତ ନାୟକ (କୋଚ )ଏହି ପ୍ରତିଯୋଗିତା ରେ ଭଲ କରିବେ ବୋଲି ଉଭୟ ପକ୍ଷରୁ ଆଶା କରିଛନ୍ତି ଓଡିଶା ବାସ୍କେଟ ବଲ ଆସୋସିଏସନର ସମ୍ପାଦକ,



