33 ତମ ଜୁନିଅର ଜାତୀୟ ଫେନସିଙ୍ଗ ପ୍ରତିଯୋଗିତା
କଟକ ଆସନ୍ତା ଜାନୁଆରୀ 5 ତାରିଖରୁ 10 ଜାନୁଆରୀ 2026
ପର୍ଯନ୍ତ ସ୍ଥାନୀୟ ଯବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ କଟକ ଠାରେ ଅନୁଷ୍ଠିତ ହେବ,500ରୁ ଉର୍ଦ୍ଧ ପ୍ରତିଯୋଗୀ ଏହି
ଚାମ୍ପିୟନସିପରେ ଭାଗ ନେବେ,ଓଡିଶା ଦଳ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବ, ଏହି ଖେଳରେ ହାରାହାରି 52 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବଜେଟ ରହିଛି,, ଏହି ଖେଳକୁ ଓଡିଶା ରାଜ୍ୟ ଫେନସିଙ୍ଗ ଆଶ୍ସୋସିଏସନ ତରଫରୁ ପରିଚାଳନା ହେବ, ଆଜି ଅଲମ୍ପିକ ଆଶ୍ସୋସିଏସନ କନଫରେନ୍ସ ହଲ ରେ ଏକ ସାମ୍ବାଦିକ ସମିଲିଣିରେ ଓଡିଶା ଫେନସିଙ୍ଗ ଆସୋସିଏସନର ସମ୍ପାଦକ ଦେବେନ୍ଦ୍ର କୁମାର ସାହୂ ଘୋଷଣା କରିଛନ୍ତି,



