ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲର 14 ତମ ବାର୍ଷିକ ଦିବସ
କଟକ ସ୍ଥାନୀୟ ଜଗତପୁର ନିମପୁର ପଡିଆରେ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲର 14 ତମ ବାର୍ଷିକ ଦିବସ ପାଳିତ ହୋଇଯାଇଛି, ଏହାର ନାମକରଣ ରଖାଯାଇଛି ଜାଭିଅର
ଫନ ଫିଏସ୍ଟl 2026,ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସାଲେପୁର କଲେଜର ଅବସର ପ୍ରଫେସର ଡକ୍ଟର ପ୍ରସନ ମହାପାତ୍ର, ଅନ୍ୟ ମୂଖ୍ୟ ଅତିଥି ମାନଙ୍କ ଭିତରେ ଚୌଦ୍ୱାର କଟକ ବିଧାୟକ ସୌ୍ଭିକ ବିଶ୍ୱାଳ, ପ୍ରଫେସର ଆଲୋକ ମିଶ୍ର
HOD କେମଷ୍ଟ୍ରି କ୍ରାଇଷ୍ଟ କଲେଜ, ଇସା ବେବୋର୍ତ୍ତା ଓଲିଉଡ଼
ଆକଟ୍ରେସ, ଡକ୍ଟର ସୁବ୍ରତ କୁମାର ସାମନ୍ତରା, ଆସିଷ୍ଟାଣ୍ଟ ପ୍ରଫେସର ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟର କଟକ
ମୂଖ୍ୟ ବକ୍ତା ଭାବରେ ବ୍ରହ୍ମଚାରୀ ସତ୍ୟ ଚିତାନୟ, ଆଧ୍ୟାତ୍ମିକ ଗୁରୁ କଟକ, ଅବସର ପ୍ରାପ୍ତ ଓଡିଶା ହାଇକୋର୍ଟର ନlୟମୁର୍ତ୍ତି
ଶ୍ରୀଯୁକ୍ତ ବି କେ ନାୟକ ମୂଖ୍ୟ ଅତିଥି, ଭାବରେ ତଥା ସମାଜ ସେବି ପ୍ରଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ,ଏହି ବାର୍ଷିକ ଉଛବରେ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ ଗତିରାଉତ ପାଟଣା, ଯୋବ୍ରା ତଥା ଶିଖରପୁର ସ୍କୁଲ ର ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ, ତଥା ସ୍କୁଲର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ, ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା,



