ଭୁବନେଶ୍ବର – ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ଙ୍କ ସୂଚନା । ଗତ କିଛି ଦିନ ହେବ ତାଙ୍କ ନୂଆ ଦଳ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସେ ବଡ଼ ଖୁଲାସା କରିଛନ୍ତି । ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ନାଁ ହୋଇପାରେ ବୋଲି ସେ କହିଛନ୍ତି । ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିନୁ, ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ମୋକିମ ।

June 17, 2026/
No Comments


