ସୋଲଡା ଗ୍ରାମ ସ୍ଥିତ ସୂରୁଙ୍ଗି ମଠ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ

ଅନୁଗୋଳ 25/01/2026
ଅଲ ଇଣ୍ଡିଆ ଏସସି ଆଣ୍ଡ ଏସ ଟି ଆଣ୍ଡ ଓ ବି ସି ଏମ୍ପ୍ଲୟୀସ କୋ ଅର୍ଡିନେସନ କାଉନସିଲ ଏମ ସି ଏଲ ତରଫରୁ ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ ଏମ ସି ଏଲ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ଏମ ସି ଏଲଙ୍କ ତତ୍ତ୍ବାବଧାନରେ ତାଳଚେର କୋଲଫିଲଡିର ହିଙ୍ଗୁଳା ଓସିପି ଓ ବଳରାମ ଓସୀପିର ସମସ୍ତ ସଦସ୍ୟ ମାନଙ୍କୁ ନେଇ ହିଙ୍ଗୁଳା କ୍ଷେତ୍ରର କମିଟି ଗଠନ କରାଯାଇଛି।

ହିଙ୍ଗୁଳା କ୍ଷେତ୍ରର ନବ ନିର୍ବାଚିତ ପଦାଧିକାରୀ ଭାବେ ସଭାପତି ସୁବାଷ ସାଧାରଣ ସମ୍ପାଦକ ଭୂଲେଶ୍ୱର୍ କୋଷାଧକ୍ଷ ପ୍ରସନ୍ନ ସମେତ ସହଯୋଗୀ ସଦସ୍ୟ ଭାବେ ହେମନ୍ତ କୁମାର ,ରାଜ, ସିଦ୍ଧାନ୍ତ,ସାଗର, ଶ୍ରୀମୁଖ, ନିଳମଣି,ଚତୁରା ନନ୍ଦ,ବିଶ୍ୱକାନ୍ତ, ନୀଳ ଲିପୂ,ରବୀନ୍ଦ୍ର, ପ୍ରଶାନ୍ତ, ଧର୍ମୁ ,ସମେତ ଭରତପୁର ତାଳଚେର ଜଗନ୍ନାଥ, ଲିଙ୍ଗରାଜ କ୍ଷେତ୍ରର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ଥିଲେ ଶେଷରେ ଜି ଡି ସିଲାରତ୍ନ ବୋଦ୍ଧି ୱର୍କିଙ୍ଗ ପ୍ରେସିଡେଣ୍ଟ ଏମ ସି ଏଲ ନବ ନିର୍ବାଚିତ ପଦାଧିକାରୀ ଙ୍କୁଧନ୍ୟବାଦ ଜଣାଇ ସଭା ଭାଙ୍ଗ କରିଥିଲେ।

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ରିପୋର୍ଟର ମନୋଜ କୁମାର ମହାପାତ୍ର



