ଅନୁଗୋଳ
ଗୋତମରା ଓଭର ବ୍ରିଜ ନିକଟରେ ପିକଅପ୍ ବାଇକ୍ ଧକ୍କାରେ ଯୁବକ ମୃତ
ଅନୁଗୋଳ ଜିଲ୍ଲା ବଅଁରପାଳ ନିକଟସ୍ଥ ଗୋତାମର ଓଭର ବ୍ରିଜ ନିକଟରେ ଏକ ପିକ୍ଅପ୍ ଭ୍ୟାନ ଓ ମଟରସଇକେଲ ମଧ୍ୟରେ ଦୃଘାଟଣରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଛି ,ମୃତ ଯୁବକ ଗୋତମରା ଗ୍ରାମର ଶରତ ଚନ୍ଦ୍ର ମହାନ୍ତିଙ୍କ ପୁଅ ଶକ୍ତି ସୌରବ ମହାନ୍ତି। (୨୧) ବୋଲି ଚିହ୍ନଟ କରାଯାଇଛି,ସୂଚନା ଅନୁସାରେ ସୌରବ ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଟାଟା କମ୍ପାନୀ କୁDuty କରିବାପାଇ ମଟରାଇକେଲରେ ଯାଉଥିବା ବେଳେ ଅରପାର୍ଶ୍ବରୁ ଦ୍ରୁତ ବେଗରେ ଆସୁଥବା ଏକ ପିକ୍ ଅପ୍ ଭ୍ୟାନ ତାଙ୍କ ଗାଡ଼ିକୁ ଧ୍କାକ ଦେଇଥିଲା ଧକରେ ସେ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଆହତ ହେଇଥିଲେ ସ୍ଥାନନିୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲକୁ ନେଇଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦ୍ରୁଘଟଣା ସମ୍ପର୍କ ରେ ତଦନ୍ତ ଆରମ୍ଭ କରିଛି ,ଘଟଣା ଘଟାଇ ଥିବା
ପିକପ ଭ୍ୟାନ ଚାଳକ ଫେରାରେ ହୋଇ ଯାଇଥିବା ବେଳେ ପିକ ଅପ୍ ଭ୍ୟାନ୍ ଅଟକ ରଖାଯାଇଛି ବୋଲି ସୂଚନା ମିଳିଛି
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରୁ ରିପୋର୍ଟର ମନୋଜ କୁମାର ମହାପାତ୍ର ଜାଗ୍ରତ ଭାରତ ନିଉଜ



