ମାନବିକତା ମରି ନାହିଁ ବଞ୍ଚିଛି,ବିନ୍ଧୁ ମହାନନ୍ଦଙ୍କ ହସ୍ତକ୍ଷେପରେ ଗ୍ରାମ ରେ ପହଞ୍ଚଲା ମୃତଶରର
ଭବାନୀପାଟଣା, ଧର୍ମଗଡ଼ (ଜାଗ୍ରତ ଭାରତ ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଗୋଲାମୁଣ୍ଡା ବ୍ଲକର ଚ଼ହକା ଗ୍ରାମମର ଚ଼ନ୍ଦ୍ରମଣି ବାଗଙ୍କ ପୁଅ ସିଦ୍ଧାନ୍ତ ବାଗ(୧୭) ଦୀର୍ଘଦିନ ଧରି ରକ୍ତ ହିନତା ରୋଗରେ ଆକ୍ରାନ୍ତ ଥିଲେ। ହେଲେ ହଠାତ ଦେହ ବହୁ ଖରାପ ହୋଇଯିବାରୁ ପରିବାର ଲୋକେ ଧାର କରଜ କରି ପୋଡ଼ଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ| ହେଲେ ଗତକାଲି ଜକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।ଏପରିବାର ବହୁ ଗରିବ ମୁଣ୍ଡ ଉପରେ ବୋଟ୍ ଦେଲେ ଭଗବାନ ମଧ୍ୟ ଭେଣ୍ଡିଆ ପୁଅ ଆରପାରକୁ ଚାଲିଗଳା। ପରିବାର ଭଗବାନ ଭରଷା ପୁଅ ଶବକୁ ନିଜ ଜନ୍ମମାଟିକୁ ଶବ ଆଣିବାପାଇଁ ସକ୍ଷମ ନାହାନ୍ତି ଏପରି ସମୟରେ ମାନବିକତା ଦେଖାଇଲେ ଗୋଲାମୁଣ୍ଡା ବ୍ଲକ୍ ଚେୟାରମେନ ବିନ୍ଧୁ ମହାନନ୍ଦ ମର ଶରୀରକୁ ଆଣିବାପାଇଁ ସେ ସମସ୍ତ ପ୍ରକାରର ପଦକ୍ଷେନେଇ ଗାଁ ବା ନିଜ ଜନ୍ମମାଟିକୁ ଆନ୍ଦ୍ରପ୍ରଦେଶରୁ ମରଶରୀର ଆଣି ଗାଁ ମଶାଣୀରେ ସବ ସତ୍କାର କରାଇଥିଲେ, ତାଙ୍କର ଏ ମଣିଷ ପଣିଆକୁ ବହୁ ବ୍ୟକ୍ତି ପ୍ରସଂଶା କରି କହୁଥିଲେ ଆଜି ବି ମାନବିକତାମରିନାହିଁ, ବଞ୍ଚିଛି ମାନବିକତା ଶ୍ରୀ ନାୟକଙ୍କଏତାଦୃଶ୍ୟ କାର୍ଯ୍ୟପାଇଁ ବିଭିନ୍ନ ମହଳରୁ ସାଧୁବାଦ ଜଣାଇଛନ୍ତି



