କାର୍ଯାରତ ଯୁବ ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ

ଯୁବ ସାମ୍ବାଦିକ ବାପି ଭୁକ୍ତାଙ୍କୁ ମାରଣାତ୍ମକ ଆକ୍ରମଣ ଗୁରୁତର ଅବସ୍ଥାରେ ଭୂବନେଶ୍ଵରସ୍ଥାନାନ୍ତରିତ ।ଅନୁଗୋଳ ଜିଲ୍ଲା ତାଳଚେର ଥାନା ସନ୍ଥପଡା ନଦୀ ଘାଟରେ ଗୁରୁବାର ସକାଳେ କାର୍ଯ୍ୟରତ ସମାଜ ଖବର ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ ଛଅଜଣ ଦୃର୍ବୃତ୍ତ ଆସି ଖଣ୍ଡାରେ ହାତ ଓ ଗୋଡ଼କୁ ହାଣିଥିବା ସୂଚନା । କାର୍ଯ୍ୟରତ ସାମ୍ବାଦିକ ଜଣକ ବ୍ରାହ୍ମଣୀ ନଦୀକୁ ଗାଧୋଇ ଯାଇଥିବାବେଳେ ଏହି ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଅତି ଗୁରୁତର ହୋଇଥିବାରୁ କଟକ ସ୍ଥାନାନ୍ତର । ଘଟଣାସ୍ଥଳରେ ତାଳଚେର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
କାର୍ଯ୍ୟରତ ସାମ୍ବାଦିକ ଜଣକ ପରଜଙ୍ଗ ବ୍ଲକର ସମାଜ ଖବରକାଗଜର ପ୍ରତିନିଧି ଭାବେ କାର୍ଯ୍ୟକରନ୍ତି।



