ଲାଉଲଇ ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଆଜି ପ୍ରିୟା ସ୍ଵେଚ୍ଛାସେବୀ ସଂଗଠନ ଓ my bharat Dhenkanal ମିଳିତ ସହଯୋଗ ରେ ଲାଉଲଇ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି। ଏଥିରେ ମହିଳା ସଂଯୋଜିକା ଇଲନ ପ୍ରଭା ସେନାପତି ମୁଖ୍ୟ ଅତଥିଭାବେ ଯୋଗ ଦେଇ ମହିଳା ମାନଙ୍କର ଅଧିକାର ବିଷୟରେ ବୁଝାଇ କହିଥିଲେ। ପ୍ଲାକ କାର୍ଡ ଧରି ଗ୍ରାମ ପ୍ରରି ଭ୍ରମଣ କରି ସଚେତନ କରିଥିଲେ। ଏଥିରେ ପ୍ରିୟ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।



