ପ୍ରୀତି ସ୍ୱୟଂସିଦ୍ଧା ଆଞ୍ଚଳିକ ମହାସଂଘ ତରଫରୁ ମହିଳା ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
କଟକ ସିଡିଏ ସ୍ଥିତ ସେକ୍ଟର 5 ସ୍ଥିତ ଅଭିନବ ବିଡାନାସୀ ୱା କର କ୍ଲବ ହଲ ଠାରେ ପ୍ରୀତି ସ୍ୱୟଂସିଦ୍ଧା ଆଞ୍ଚଳିକ ମହାସଂଘ ତରଫରୁ ଆନ୍ତର ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା
ଏଥିରେ ମୂଖ୍ୟ ଅତିଥି କଟକ ମହାନଗର ନିଗମ ମେୟର ସୁବାଷ ସିଂ, ସନମାନୀୟ ଅତିଥି ଭାବେ ଓଡ଼ିଶାର ଦୌଡ ରାଣୀ ଦୁତି ଚାନ୍ଦ ଯୋଗ ଦେଇଥିଲେ,ବିଶିଷ୍ଟ ସମାଜ ସେବୀ ପ୍ରେମାଂଶୁ ଭୂଷଣ ଜେନା ଉଥଘାଟକ, ମୂଖ୍ୟ ବକ୍ତା ଶ୍ରମତୀ ଭୁବେନେଶ୍ୱରୀ ରଥ ଯୋଗଦେଇଥିଲେ, ପ୍ରୀତି ସ୍ୱୟଂସିଦ୍ଧା ମହାସଂଘ ର ସଭା ନେତ୍ରୀ ମଂଯୁକ୍ତା ମହାନ୍ତି, ସମ୍ପାଦିକା ସାରିକା ମହାନ୍ତି ସଭାକୁ ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମରେ ସିଡିଏ ର ପ୍ରାୟ ଦୁଇଶହ ରୁ ଅଧିକ ମହିଳା ଯୋଗଦେଇଥିଲେ,



