ଆଇନସେବା ଲିସା ସଂସ୍ଥା ଦ୍ୱାରା ମହିଳା ଅlନ୍ତର୍ଜାତୀୟ ଦିବସ
ପାଳିତ
ଏ ବର୍ଷର ମହିଳା ଦିବସର ବାର୍ତ୍ତା ପ୍ରତେକ ମହିଳା ଆତ୍ମନିର୍ଭରଶୀଳ ଓ ନିର୍ଭିକ ହେବେ, ଆଇନ ସେବା ସଂସ୍ଥା ଲିସା ପକ୍ଷରୁ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଅନ୍ତରଜାତିକ ମହିଳା ଦିବସ ସିଡିଏ ସେକ୍ଟର 6 ସ୍ଥିତ ଜୟପ୍ରକାଶ ପାର୍କ ଠାରେ ସଂଗଠନ ର ଅlଭାହକ ଆଇନ ଜିବି ଗଦାଧର ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ ମହିଳା ସଚେତନତା ଶିବିରରେ 6
ନମ୍ବର ୱାର୍ଡ଼ ର ପୂର୍ବତନ କେର୍ପୋରେଟର ଶ୍ରୀମତୀ ସଂଯୁକ୍ତା ସାହୁ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ଚଳିତ ବର୍ଷର ବାର୍ତ୍ତା ସମ୍ପର୍କରେ ଉପସ୍ଥିତ ମହିଳାଙ୍କୁ ଅବଗତ କରାଇଥିଲେ, ସଂଗଠନ ର ବରିଷ୍ଠ କର୍ମକର୍ତା ଭାନୁ ଶ୍ରୀ ମହାରଣା, ଜଳ ସାଥି ବବି ବାରିକ, କଟକ ମହାନଗର ନିଗମର ଗୋଷ୍ଠୀ ସଂଗଠିକl
ଲଷ୍ମୀ ପ୍ରିୟା ଜେନା, ୱାର୍ଡ଼ ର ଆଶା କର୍ମୀ ନିର୍ଝରିଣୀ ଲେଙ୍କା, ମିନତୀ ବେହେରା, ମୀରା ମହାନ୍ତି, ବନଳତା କାନୁନଗୋ,
ଙ୍କ ସହ 100 ରୁ ଉର୍ଦ୍ଧ ମହିଳା ଙ୍କ ସହ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ, ଚିତ୍ତରଞ୍ଜନ ମହାରଣା ଙ୍କ ଦ୍ୱାରା ଏହି ଅବସରରେ ଏକ ପଥ ପ୍ରାନ୍ତ ନାଟକ ଉପସ୍ଥିତ ହୋଇଥିଲା,
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


