ୟୁନିମୋନିର ଓଡ଼ିଶାରେ ଦ୍ୱତୀୟ ଶାଖା କଟକରେ ଉଦଘାଟନ
କଟକ ସ୍ଥାନୀୟ କଲେଜ ଛକ ପିଲିଗ୍ରିମ ରୋଡ଼ଠାରେ ଏକ ନୂତନ ଶାଖା ଉଠଘାଟିତ ହୋଇଯାଇଛି, ଏହି ଶାଖାରେ ବିଭିନ୍ନ ପ୍ରକାରର ମୁଦ୍ରା ବିନିମୟ, ଟ୍ରାଭେଲ ସଂସ୍ଥା, ସୁନା ବନ୍ଧକ ଲୋନ କମ ସୁଧ ହାରରେ ଓ ଅନେକ ସୁବିଧା ଗ୍ରାହକ ପାଇପାରିବେ
ଏହା ଏକ ମଲ୍ଟି ନାସନାଲ କମ୍ପାନୀ, ସାରା ଭାରତରେ 332ଟି ବ୍ରାଞ୍ଚ ଥିଲା ବେଳେ ଓଡ଼ିଶାରେ ଦୁଇଟି ବ୍ରାଞ୍ଚ, ଗୋଟିଏ ଭୁବନେଶ୍ୱର ଥିଲା ବେଳେ ଆଜି କଟକ ରେ ନୂଆ ଶାଖା ଖୋଲିଲା, ଆଜି ଏହି ଶାଖାକୁ ଉଥଘାଟଣ କରିଥିଲେ ଜୋନାଲ ମୂଖ୍ୟ ଆଶୁତୋଷ କୁମାର, ଶ୍ରୀ ଅମିତ ବାସୁ ଆଞ୍ଚଳିକ ମୂଖ୍ୟ
ତଥା ଏହି ଶାଖାର ମୂଖ୍ୟ ଉତ୍ତମ କାଞ୍ଜିଲାଲ, ଓ ଶ୍ରୀମତୀ ଅନାୟା ମହାନ୍ତି, ଏହି ଶାଖା ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି ଶାଖାର ମୂଖ୍ୟ।



