*ବସୁଧା ଯୋଜନା ନାମ କୁ ମାତ୍ର, *ପାଣି ପାଇଁ ହନ୍ତସନ୍ତ ଗ୍ରାମ ** ବାସି,*
ଅନଗୁଳ ଜିଲ୍ଲା କଣିହାଁ ବ୍ଲକ ପରlବିଲ ପଂଚାୟତ ର ଗଣିଘସା ଝାଡ଼ ଗ୍ରାମରେ ଆଜକୁ 3ବର୍ଷ ହେବ ପିଇବା ପାଣି ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ,ମହିଳା ମାନେ କହିବା କଥା କି ଦୀର୍ଘ ଦିନ ସରପଞ୍ଚ ଙ୍କୁ କହିବା ସହ ବିଡ଼ିଓ ଙ୍କୁ ଅଭିଯୋଗ ଜଣାଇବା ସତ୍ୱେ ମଧ୍ୟ ଲୋକଙ୍କ ସମସ୍ୟା ଦୂର ହଉନାହିଁ. ଗଣିଘସା ପାଣି ଟାଙ୍କି ପାଖେରେ ଲାଗିଥିବା ସୋଲାର ଅକ୍ଷମ ହୋଇ ପଡିଛି କୋଣସି କାମରେ ଆସୁନାହିଁ ପାନୀୟଜଳ ଦାଇତ୍ୱ ରେ ଥିବା ପ୍ରଶାସନ ଅଧିକାରୀ ଏସବୁ ଦେଖି ମଧ୍ୟ ଅଣଦେଖା କରୁଛନ୍ତି, ସୂଚନା ଥାଉ କି ଗ୍ରାମବାସି ମହିଳା ମାନେ ଆଗାମୀ ଦିନରେ ଏ ସମସ୍ୟା ର ସମାଧାନ ନହେଲେ ରାଜରାସ୍ତା କୁ ଆସିବେ, କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,

April 19, 2026/
No Comments


