ହିତେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ହୋଇଯାଇଛି. କଳାହାଣ୍ଡି ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଭର ଗ୍ରାମରେ ଆଜି ହିତେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ମହିଭର ମାଂ ଲଙ୍କେଶ୍ୱରୀ ଅନୁଷ୍ଠାନ ଅର୍ଗନାଇଜ ତରଫରୁ ସମାପ୍ତ ହୋଇଯାଇଛି. ଏ ହି ଟୁର୍ନାମେଣ୍ଟ ରେ 16 ଟି ଦଲଭାଗନେଇ ଥିବାବେଲେ ଫାଇନାଲରେ ନକଟିଗୁଡା ଓ ଖଲିଆପାଲି ଫାଇନାଲରେ ପହଂଚି ଥିଲେ. ଓ ଫାଇନାଲରେ ନକଟିଗୁଡା 130 ରନ କରିଥିଲେ, ଖଲିଆପାଲି 11ଓଭରରେ 132 ରନକରି ନକଟିଗଗୁଡା ଠାରୁ ବିଜୟୀ ହୋଇଥିଲେ, ଏହିମେଚର ମଞ୍ଚାସୀନ ଅତିଥି ନକଟିଗୁଡା ସରପଞ୍ଚ ଶ୍ରୀ ହାକିମ ଟ ହଲଟିଆ, ପିଳିକିଆ ସରପଞ୍ଚ ପ୍ରତିନିଧି ନିରଞ୍ଜନ ସୁନାନୀ, ଶିବରାମ ଗୁରୁ, ସମାଜ ସେବି ବାଲେଶ୍ୱର ସୁନାନୀ, ଅର୍ଜୁନ ବାଗ, ବିଷ୍ଣୁ ପୂଝରୀ, ଆଦ୍ୟତ ମେହେର, ବାବୁଲାଲ ସୁନାନୀ, ଚନ୍ଦ୍ର ଭାନୁ ମାଝୀ, ମଞ୍ଚସିନା ଅତିଥି ଉପସ୍ଥିତ ଥିଲେ,ଓମ୍ପିୟାର ଚିନ୍ତା ମଣି ପୁଝାରି ଓ ସୁଶାନ୍ତ ମାଝୀ ପରିଚାଳନା କରିଥିଲେ, ଓ ମଞ୍ଚ ପରିଚାଳନା ଶ୍ରୀ ବାଲେଶ୍ୱର ସୁନାନୀ କରିଥିଲେ, ଏ ହି ମ୍ୟାଚ୍ୟ ରେ ମେନଅଫଦ ମ୍ୟାଚ ଖଲିଆପାଲିର ଶ୍ରୀ ହରି ବାଗ କୁ ଶ୍ରୀ ଶିବରାମ ଗୁରୁ ଦେଇଥିବା ବେଳେ,ନାକଟିଗୁଡା ର ଅକିଲେଶ କୁ ମେନଅଫଦ ସିରିଜ ପିଳିକିଆ ସରପଞ୍ଚ ପ୍ରତିନିଧି ଶ୍ରୀ ନିରଞ୍ଜନ ସୁନାନୀ ଦେଇଥିଲେ ଓ ରନରସଅଫ ସିରିଜ ନକଟିଗୁଡା କୁ ମହିଭରର ସୁଖ ଦୁଃଖ ର ସାଥି ସମାଜସେବୀ ଶ୍ରୀ ଅର୍ଜୁନ ବାଗ ଓ ଆଦ୍ୟତ ମେହେର ଦେଇଥିବାବେଳେ ବିଜୟୀ ଟ୍ରଫିକ ଖଲିଆପାଲି ଦଳକୁ ନକଟି ଗୁଡା ସରପଞ୍ଚ ଶ୍ରୀ ହାକିମ ଟହଳଟିଆ,ଶିକ୍ଷକ ବିଷ୍ଣୁ ପୁଝାରି ଓ ମୁକେଶ ଗୁରୁ ପୁରସ୍କୃତ କରିଥିଲେ, ଏବଂ ସୁନ୍ଦର ଭାବରେ ଖେଳ ପରିଚାଳନା କରିଥିଲେ, ମାଂ ଲଙ୍କେଶ୍ୱରୀ ଅନୁଷ୍ଠାନ ର ସଭାପତି ଶ୍ରୀ ଚର୍ତୁଭୁଜ ମାଝୀ.ଶ୍ରୀ ରମେଶ ନାଏକ, ମହାନ୍ତି ପୂଝରୀ, ବିରଞ୍ଚି ମାଝୀ, ଫିରୋଜ ମହାଳିକ,ଧୀରେନ୍ଦ୍ର ମାଝୀ, ମୁକେଶ ଗୁରୁ ଏ ହି ଟୁର୍ନା ମେଣ୍ଟ ପରିଚାଳନା କରିଥିଲେ,ଓ ଏନକରିଙ୍ଗ ଶ୍ରୀ ମାର୍କଣ୍ଡ ମାଝୀ ସୁନ୍ଦର ଭାବରେ କରିଥିଲେ,କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.




