ତାଣ୍ଡବ ରଚିଲା କାଳବୈଶାଖୀ ବଅଁରପାଳ ରେ ଫାଟିଲା ଆଜେବେଷ୍ଟ ଦିନ ୩,୩୦ରେ କୁଆପଥର ୨୫ ମିନିଟି ତା ସହିତ ବର୍ଷା
ଅନୁଗୋଳ ଜିଲ୍ଳାବଅଁରପାଳ ଥାନାବ୍ଲକଆଖପାଖ ଅଞ୍ଚଳରେ କାଳବୈଶାଖୀ ଝଡ ବର୍ଷାକୁଆପଥର ମାଡ଼ଦିନ ତିନିଟା ତିରିଶି ସମୟ ରେ ତୁହାକୁ ତୁହା ବର୍ଷା ସହିତ କୁଆପଥର ମାଡ଼ ଆକାଶରୁ ହଟୁନାହିଁ କଳାହାଣ୍ଡିଆ ମେଘ ବୈଶାଖ ଚାଲିଛି ଝମାଝମ୍ ବର୍ଷା ବର୍ଷାର ପ୍ରଭାବ ବିଶେଷ ରହୁନଥିଲେ ମଧ୍ଯ ଆକାଶରେ ଚକ୍ ମକ୍ ବିଜୁଳି ଚମକୁଛିଘଡ଼ଘଡ଼ି ସାଙ୍ଗକୁ କୁଆପଥର ମାଡ଼ଲୋକଙ୍କୁ ଭୟଭୀତ କରାଇ ଦେଉଛି ଗଲା ୩,୫ଦିନହେବଆଖପାଖ ଢେଙ୍କାନାଳ ଜିଲ୍ଲାରେ କୁଆପଥର ବର୍ଷା ଭ୍ରମ ସୃଷ୍ଟି କରିଛିଦିନ ବେଳାଯାହା ଯେମିତି ଖରାଟିଆ ପାଗରହୁଛି କେଉଁ ସମୟରେ ହଠାତ ମାଡ଼ି ଆସୁଛିଅପରାହ୍ମ ପରେ ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବା ସହ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାସ୍ଥିତି ସୃଷ୍ଟି ହେଉଛିଏହି ସମୟରେ ଅନେକ ସ୍ଥାନରେ ପବନର ବେଗ ମଧ୍ୟ ବୃଦ୍ଧି ହେଉ ରହୁଛି ପାଣି ପାଗର ଏଭଳି ପ୍ରଭାବଜାରି ରହୁଛି ଲୋକଙ୍କ ଘରର ଚାଳ ଓ ଆଜବେଷ୍ଟସ ଆଦି ଦୁକାନ ଘର ସାମାନା ଆଜବେଷ୍ଟସ ଆଦି ଫାଟି ଚୁରମାର ହୋଇଯାଇଛି ଏଥି ସହିତ ଫୁଲ ବଗିଚା ପନିପରିବାଫସଲ ଉଜୁଡିଯାଇଛି ବଡ଼ ବଡ଼ କୁଆପଥର ସାଙ୍ଗକୁ ତୁହାକୁ ତୁହା ବର୍ଷା ଫଳରେ ଗଛର ପତ୍ର ମାନଝଡ଼ି ରାସ୍ତାଘାଟ ଓ ଜମିଆଦି ସବୁଜ ରଙ୍ଗରେ ପରିପୂର୍ଣ୍ଣି ହୋଇଥିଲା ହିନ୍ଦୋଳ ଉପଖଣ୍ଡବାଉଁଶପୋଖରୀପଞ୍ଚାୟତରେ କାଳବୈଶାଖୀ ବର୍ଷା ସହ ବଡ଼ ବଡ଼ କୁଆପଥର ମାଡ଼ ହୋଇଥିଲା ଫଳରେ ମହାପାତ୍ର ବାବୁଙ୍କର ବାଉଁଶ ପୋଖରୀରେ ଘରପାଖରେ ପନିପରିବା ଲଗାଇଥିବା ଗ୍ରାମର ସମେତ ବାଉଁଶ ପୋଖରୀ ଗ୍ରାମ ସମେତ ଗୋହିରାଛୋଡ଼ଅତ୍ୟଧିକ ପ୍ରଭାବିତ ହୋଇଥିଲା ଲୋକଙ୍କ ଘର ଚାଳ ଓଆଜବେଷ୍ଟସ ଫାଟି ଘରେ ପାଣିର ଲହରୀ ଖେଳିଥିଲା ଜମି ଗୁଡ଼ିକରେ ମଧ୍ୟ କୁଆପଥର ଗଦା ହୋଇ ରହିଥିଲା ଏପରିକି ବଡ଼ ବଡ଼ ଗଛମାନ ଭାଙ୍ଗି ରାସ୍ତାରେ ପଡ଼ିଥିଲା ବହୁ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।



