
ଢ଼େଙ୍କାନାଳ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପବିତ୍ର ରଥଯାତ୍ରା ପାଇଁ ଆଜି ରଥଗଡା ସ୍ଥିତ ରଥଖଳା ଠାରେ ସକାଳ ୧୦:୫୧ ସମୟରେ ସିଦ୍ଧ ବଳରାମ ଜୀୟୁଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ରଥଖଳାରେ ପୂଜାଅର୍ଚ୍ଚନା କରାଯାଇ ୧୧:୧୬ ସମୟରେ ଆଜ୍ଞାମାଳ ରଥ କାଠରେ ଲାଗିକରାଯାଇଥିଲା। ପୂଜକ ମନସୁମନ ମିଶ୍ର ପାଳିଆ ସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ମନ୍ଦିର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ ବିଶ୍ୱକର୍ମା ଅଶୋକ ମହାପାତ୍ର ଉପସ୍ଥିତ ରେ ରଥକାଠ ଅନୁକୂଳ କରିଯାଇଥିଲା
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


