
ବରହମପୁରରେ IMA ର ଆହ୍ଵାନ କ୍ରମେ ସମସ୍ତ କ୍ଲିନିକ୍ ବନ୍ଦ

ଜେ ବି ଏନ, ୧୧/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁର ରେ IMA ର ଆହ୍ଵାନ କ୍ରମେ ସମସ୍ତ କ୍ଲିନିକ୍ ବନ୍ଦ ରହିଛି। କେବଳ ଜରୁରୀ ସ୍ବାସ୍ଥ୍ୟ ସେବା ଓ କୋଭିଡ କୁ ବାଦ ଦେଲେ ସମସ୍ତ ସେବା ବନ୍ଦ କରିଥିଲେ। ନଭେମ୍ବର 2020ରେ ଜାରୀ ହୋଇଥିବା CCIM ନୀତି କୁ ବିରୋଧ କରି ସକାଳ 6 ରୁ ସନ୍ଧ୍ୟା 6 ସ୍ବାସ୍ଥ୍ୟ ସେବା କୁ ବନ୍ଦ କରିଛନ୍ତି।




