କେନ୍ଦୁଝର ପୋଲିସର କାର୍ଯ୍ୟାନୁଷ୍ଠାନ ” ଅପରେସନ ବୈତରଣୀ” ବାଲି ମାଫିଆଙ୍କଘରୁ ମିଳିଲା ପୁଳାପୁଳା ଟଙ୍କା।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଅପରେସନ “”ବୈତରଣୀ “”। କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅପରେସନ “” ବୈତରଣୀ “” ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ପୋଲିସ୍ ପକ୍ଷରୁ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା, ଘଷିପୁରା ଥାନା, ନନ୍ଦିପଦା ଥାନା ଏବଂ ଘଟଗାଁ ଥାନା ଅନ୍ତର୍ଗତରେ ଥିବା ବାଲି ମାଫିଆ ମାନଙ୍କ ୧୨ଟି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ନେଇ ସୂଚନା।

ଏହି ଚଢ଼ାଉ ସମୟରେ ବିଭିନ୍ନ ମିଥ୍ୟା କାଗଜପତ୍ର ସହ ମିଥ୍ୟା TP, ବିଭିନ୍ନ ବ୍ୟାଙ୍କ୍ ର ଖାତା ତିରିଶଟି ଗାଡ଼ି ଅପରାଧିକ କାର୍ଯ୍ୟକଳାପ କାର୍ଯ୍ୟରେ ବ୍ୟବହାର ପାଇଁ ରଖାଯାଇଥିବା ସାମଗ୍ରୀ ସହ ସତେଇସ୍ ପକ୍ଷରୁ ଉର୍ଦ୍ଧ ଟଙ୍କା ଜବତ୍ କରିବା ସହ ଦଶଜଣ ବାଲି ମାଫିଆଙ୍କୁ ଅଟକ ରଖି କେନ୍ଦୁଝର ଜିଲ୍ଲା ପୋଲିସ୍ ପକ୍ଷରୁ ଅଧିକ ଚଢ଼ାଉ ଜାରି ରଖିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)
