ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ନେତା ଶୁକ୍ରୁ ସମେତ ୪ ଜଣ ନକ୍ସଲ କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କନ୍ଧମାଳ, ତା, ୨୪/୦୩:(ସୁଶୀଳ କୁମାର ପାଣିଗ୍ରାହୀ): ଶେଷରେ ଆତ୍ମସମର୍ପଣ କରିଛନ୍ତି ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ନେତା ଶୁକ୍ରୁ। ସେ କନ୍ଧମାଳ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେ ତାଙ୍କ ଏକେ-୪୭ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଶୁକ୍ରୁଙ୍କୁ ଧରାଇ ଦେବା ପାଇଁ ୫୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର। ଶୁକ୍ରୁ ସହିତ ଆଉ ୪ ଜଣ ନକ୍ସଲ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। କନ୍ଧମାଳ ରେ ବେଶ୍ ସକ୍ରିୟ ଥିଲେ ନକ୍ସଲ ନେତା ଶୁକ୍ରୁ। ଏଇଟ୍ଥ କମ୍ପାନୀ ନାଁରେ ନୂଆ ସଂଗଠନ ଚଳାଇଥିଲେ...






