ଅଭିନେତା ରାମ ଚରଣଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ତେଲୁଗୁ ସ୍ପୋର୍ଟ୍ସ ଡ୍ରାମା ଚଳଚ୍ଚିତ୍ର ‘ପେଡ୍ଡି’ ବକ୍ସ ଅଫିସରେ ଜୋରଦାର ପ୍ରଦର୍ଶନ ଜାରି ରଖିଛି। ସାକ୍ନିଲ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଦ୍ୱିତୀୟ ଦିନରେ ଦେଶବ୍ୟାପୀ ୨,୯୦୯ଟି ସୋ’ ମାଧ୍ୟମରେ ୩.୬୧ କୋଟି ଟଙ୍କାର ନେଟ୍ କଲେକ୍ସନ କରିଛି। ଏହା ସହିତ ଫିଲ୍ମର ମୋଟ ଭାରତୀୟ ନେଟ୍ କଲେକ୍ସନ ୭୩.୧୧ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ଗ୍ରସ୍ କଲେକ୍ସନ ୮୬.୭୫ କୋଟି ଟଙ୍କା ରହିଛି। ଭାଷାଭିତ୍ତିକ ଆୟ ମଧ୍ୟରେ ତେଲୁଗୁ ସଂସ୍କରଣ ସର୍ବାଧିକ ରୋଜଗାର କରିଛି। ୧,୩୯୫ଟି ସୋ’ରେ ୩୪ ପ୍ରତିଶତ ଦର୍ଶକ ଉପସ୍ଥିତି ସହ ଫିଲ୍ମଟି ୩.୪୧ କୋଟି ଟଙ୍କା ଆୟ କରିଛି।...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-20-scaled.jpg)


