ପୂରୀ – ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶେଷ ସମନ୍ବୟ ବୈଠକ । ପୁରୀରେ ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ । ଦୁଇ ଉପମୁଖ୍ୟ ମନ୍ତ୍ରୀ, ଆଇନ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ସମେତ ପୁରୀ ଜିଲ୍ଲାର ବିଧାୟକ ଓ ସାଂସଦ ବୈଠକରେ ଉପସ୍ଥିତ ଥିଲେ। ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ପାନୀୟ ଜଳ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଚଳିତବର୍ଷ ରଥଯାତ୍ରା ପାଇଁ ଆଜି ସୁଦ୍ଧା କିଭଳି ପ୍ରସ୍ତୁତି କରାଯାଇଛି, ତାର ଚୂଡାନ୍ତ ରିପୋର୍ଟ ଦେଇଛନ୍ତି ବିଭିନ୍ନ ଅଧିକାରୀ । ଠିକ୍...






