
ଢେଙ୍କାନାଳରେ ଏଚ୍.ଡି.ଏଫ୍.ସି. ବ୍ୟାଙ୍କର ନୂତନ ଶାଖା ଉଦ୍ଘଟନ ଢେଙ୍କାନାଳ , ତା.୧୩ ୦୧.୨୦୨୩ରିଖ : ଅଦ୍ୟ ଢେଙ୍କାନାଳ ସହରର କୁଞ୍ଜକାନ୍ତ ଠାରେ ଏଚ୍.ଡି.ଏଫ୍.ସି ବ୍ୟାଙ୍କର ଦ୍ବିତୀୟ ଶାଖା ଉଦ୍ଘାଟନ ହୋଇଯାଇଅଛି । ଯାହାକି ଏହାକୁ ମିଶାଇ ଓଡିଶାରେ ୧୯୭ଟି ଶାଖା ହେଲା । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥ୍ ଭାବେ ଉପସ୍ଥିତ ରହି ଶାଖାକୁ ଉଦ୍ଘାଟନ କରିବା ସହିତ ଏଟିଏମ୍କୁ ମଧ୍ୟ ଉଦ୍ଘାଟନ କରି କହିଥିଲେ ଯେ , ଆଜି ଏକ ଖୁସିର ଦିନ ଯାହାକି ଏଚ୍.ଡି.ଏଫ୍.ସି ବ୍ୟାଙ୍କ ତା’ର ଢେଙ୍କାନାଳରେ ନୂତନ ଶାଖା ଖୋଲିଛି ଏବଂ ଆଜି ୧୩ ତାରିଖ ପୁରୁଷ ୱାର୍ଲଡ କପ୍ ଖେଳର...















