ଅବକାରୀ ବିଭାଗ ଚଢାଉ କରି ୧୫ ଲିଟର ଦେଶି ମଦ ଜବତ ଜେ ବି ଏନ, ୧୨/୦୩/୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ମିଡିଆ ବ୍ୟୁରୋ), ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ଅଧିକ୍ଷଙ୍କ ଅଧିନରେ ଥିବା କଣ୍ଟାମାଳ ଅବକାରୀ ବିଭାଗ ଏକ କାଳିନ ଚଢ଼ାଉ କରି ୧୫ ଲିଟର ଦେଶୀ ମଦ ଜବତ କରିଛି ମିଳିଥିବା ତଥ୍ୟ ଅନୁଯାଇ ଡୁମ୍ବେର ଝୁଲି ଗ୍ରାମ ରେ ଦେଶୀମଦ ବିକ୍ରୟ ହେଉଥିବା ଖବର ପାଇ କଣ୍ଟାମାଳ ଅବକାରୀ ଅଫିସର ଭଗବାନ ମହାନନିଆ ସହିତ ନବୀନ କୁମାର ଡାଙ୍ଗ ରାଜକିଶୋର କୁଆଁର ଏ ଏସାଇ ପ୍ରେମାନନ୍ଦ ଭୋଇ ସମସ୍ତେ ଚଢଉ କରି...






