
June 14, 2023/
No Comments
ମହାପ୍ରଭାବ ଜାଗ୍ରତ ଭାରତ ନିଉଜର ମହା ପ୍ରଭାବ :ଖବର ପ୍ରସାରଣ ପରେ ନିଷ୍ପତ୍ତି ବଦଳାଇଲେ ଠିକାଦାର #ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି UGME ସ୍କୁଲ କ୍ୟାମ୍ପସରେ ପିଲାଙ୍କ ପାଇଁ ନିର୍ମାଣ ହେଉଥିବା ଶୌଚାଳୟରେ ପୁରୁଣା ଭଙ୍ଗା ଇଟା ଏବଂ ନିମ୍ନ ମାନର ସିମେଣ୍ଟ ବ୍ୟବହାର ହେଉଥିବା ନେଇ ଜାଗ୍ରତ ଭାରତ ନିଉଜରେ ଖବର ପ୍ରସାରଣ ହେବା ପରେ ସମ୍ପୃକ୍ତ ସଂପୃକ୍ତଠିକାଦାର ଉକ୍ତ ଅର୍ଦ୍ଧ ନିର୍ମିତ ପାଇଖାନାକୁ ଭାଙ୍ଗି ପୁନର୍ବାର ନିର୍ମାଣ କରୁ ଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେ. ବାଲାରାଜୁ ଆଚାରୀ ଧନ୍ୟବାଦ ଜଣାଇଛନ୍ତି l






