
ବିଜୁ ସ୍ୱାସ୍ଥ କାର୍ଡ ର ସୁଫଳ ଲାଭ ପାଇ ଧନ୍ୟବାଦ ଜଣାଇଛନ୍ତି ପରିବାର ବର୍ଗ ଓ ସମାଜସେବୀ ନିଶ୍ଚିତ BSKY କାର୍ଡ ସାହାଯ୍ୟ ରେ ନିରୀହ ଜୀବନ ଟି ବଞ୍ଚି ପାରିଲା ସେଥିପାଇଁ ଧନ୍ୟବାଦ ର ପାତ୍ର ଅନଗୁଳ ମେଡିକାଲ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ

ବିଜୁ ସ୍ୱାସ୍ଥ କାର୍ଡ ର ସୁଫଳ ଲାଭ ପାଇ ଧନ୍ୟବାଦ ଜଣାଇଛନ୍ତି ପରିବାର ବର୍ଗ ଓ ସମାଜସେବୀ ନିଶ୍ଚିତ BSKY କାର୍ଡ ସାହାଯ୍ୟ ରେ ନିରୀହ ଜୀବନ ଟି ବଞ୍ଚି ପାରିଲା ସେଥିପାଇଁ ଧନ୍ୟବାଦ ର ପାତ୍ର ଅନଗୁଳ ମେଡିକାଲ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ

ଜବତ ଗଞ୍ଜେଇ, ଧଳା ଜହର କୁ ପୋଡି ନଷ୍ଟ କଲା ପ୍ରଶାସନ ନାଲକୋ ନଗର: ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଧର ପଗଡ଼ କରି ଛେଣ୍ଡିପଦା,ଆଠମଲ୍ଲିକ, କୋଲି ୟରି ଅନୁଗୁଳ ପ୍ରଭୃତି ଥାନା ଅଂଚଳରୁ ଜବତ କରିଥିବା ମାଦକ ଦ୍ରବ୍ୟ ବେଆଇନ ଗଞ୍ଜେଇ ପ୍ରାୟ୧୧୮୩କେଜି ଏବଂ ୬୧ଗ୍ରାମର ବ୍ରାଉନ ସୁଗାର କୁ ଆଜି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ନଷ୍ଟ କରିଦିଆଯାଇଛି।ନାଲକୋ ସ୍ମେଲଟର ପ୍ଲାଣ୍ଟ ଫରନେସ ଠାରେ ନିଆଁ ଲଗାଇ ପୋଡି ନଷ୍ଟ କରିଥିଲେ।ମାଜିଷ୍ଟ୍ରେଟ ଡେପୁଟି କଲେକ୍ଟର ସତ୍ୟାନନ୍ଦ ଦାସ, ଯୋଗେଶ୍ୱରୀ ନାୟକ,ଭୁବନେଶ୍ୱର ସାଇଣ୍ଟିଫିକ ଅଧିକାରୀ ଲିପିକା ପ୍ରିୟଦର୍ଶନୀ ରାଉତ, ଅନୁଗୁଳ ଜିଲ୍ଲା ଅବକାରୀ ଏସ ପି ମଧୁସ୍ମିତା...

ଅଙ୍ଗାରବନ୍ଧ ପଞ୍ଚାୟତରେ ଜଳିଗଲା ଧାନ ଗଦା, ନିଆଁ କୁ ଆୟତ କଲା ଅଗ୍ନିଶମ ବିଭାଗ ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତ ଗଉଡ ସାହି ଗ୍ରମାର ଅଖୀ ଦାସ ଙ୍କର ଆଜି ସନ୍ଧ୍ୟା ବେଳେ କୌଣସି କାରଣରୁ ନିଆ ଲାଗି ଯାଇଥିଲା। ଏହା ଦେଖିବା ପରେ ସ୍ଥାନୀୟ ଲୋକ ନିଆକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚେଷ୍ଟା ବିଫଳ ହୋଇଥିଲା ସଙ୍ଗେ ସଙ୍ଗେ ଅଗ୍ନିସମ୍ ବିଭାଗ କୁ ଖବର ଦେଇଥିଲେ। କିଛି ସମୟ ପରେ ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ କରିଥିଲେ। ପ୍ରଶାସନ ତରଫରୁ ତାଙ୍କୁ ଉଚିତ୍ କ୍ଷତି ପୂରଣ ଦେବା ପାଇଁ ଗ୍ରାବାସୀମାନେ ଦାବି କରିଛନ୍ତି।

ଫକୀର ମୋହନ ସେନାପତି ସ୍ମୁତି ପାଠାଗାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କଣ୍ଟୁଣିଆ ସ୍ଥିତ ଫକୀରମୋହନ ସେନାପତି ସ୍ମୃତି ପାଠାଗାର ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ତଥା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି |ଉକ୍ତ ଉତ୍ସବରେ ଉଦଘାଟକ ଭାବରେ ଗୋଠଦା ମଠର ମଠଧୀସ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଉତ୍ସବ କୁ ଉଦଘାଟନ କରିଥିବାବେଳେ ନବକାକାଳୀ ପତ୍ରିକାର ସମ୍ପାଦକ ଡ଼ ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ନାଉଗାଁ ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଟା ଜ୍ୟୋତିଷ ଚନ୍ଦ୍ର ଦାସ, ମୁଖ୍ୟ ବକ୍ତା ଭାବରେ...

ସିଆଇଏସଏଫ୍ ୟୁନିଟ ଟିଏଫଏଲ ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର କୁକୁଡ଼ାଙ୍ଗ ପଞ୍ଚାୟତ ର ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ସିଆଇଏସଏଫ୍ ୟୁନିଟ ଟିଏଫଏଲ ତାଳଚେର ତରଫରୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ସହାୟକ କମାଣ୍ଡାଟ କିଶୋର କୁମାର ପତ୍ର ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଆଇଏସଏଫ୍ ୟୁନିଟ ଟିଏଫଏଲ ର ସମସ୍ତ ପଦାଧିକାରୀ ଉପସ୍ଥିତ ରହିଥିବା ବେଳେ , କୁକୁଡ଼ାଙ୍ଗ ପଞ୍ଚାୟତ ପୂର୍ବତନ ସରପଂଚ ତଥା ସମାଜସେବୀ ଅମିୟ ତ୍ରିପାଠୀ , ଗୋଲକ ସାହୁ , ତପନ ନାଏକ ପ୍ରମୁଖ ଯୋଗଦେଇଥିଲେ ।

सीआईएसएफ टीएफएल द्वारा जरूरतमंदों को सर्दी के कपड़ों का वितरण अनगुल जिले के वनरपाल प्रखंड के कुकुडांग पंचायत के असहाय वृद्ध महिला-पुरुषों को सीआईएसएफ की टीएफएल तालचेर द्वारा सर्दी के कपड़े दिए गए हैं. कार्यक्रम का आयोजन सहायक कमांडेंट किशोर कुमार पात्र की अध्यक्षता में किया गया। इस कार्यक्रम में जहां सीआईएसएफ टीएफएल के तमाम अधिकारी मौजूद रहे वहीं कुकुडांग पंचायत के पूर्व सरपंच तथा समाजसेवी अमिय त्रिपाठी, गोलक साहू, तपन नाएक...

ଆଶ୍ରିବାଦ ସେବା ସଂଗଠନ ଉଦ୍ୟମ ରେ ଜରାଶ୍ରମ ରେ ଆଶ୍ରୟ ନେଲେ ସେବତୀ ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତର ସାରଣଶଙ୍କରସାହି ର ଷାଠିଏ ବର୍ଷୀୟା ଅସହାୟ, ନିଃସହାୟ,ନିରାଶୟ ବୃଦ୍ଧା ସେବତୀ ଦାଶ | ପ୍ରାୟ ଦୀର୍ଘ ସତର ବର୍ଷ ତଳେ ସ୍ଵାମୀ ଧୂଳେଶ୍ଵର ଦାଶ ସ୍ତ୍ରୀ ସେବତୀ କୁ ଛାଡି ଆରପାରିକୁ ସବୁଦିନ ପାଇଁ ଚାଲିଗଲା ପରେ ଏକମାତ୍ର ପୁଅ ବାପା ଧୂଳେଶ୍ୱର ଙ୍କ ମୃତ୍ୟୁ ପରେ ମା ସେବତୀ କୁ ଏକା କରି କେଉଁଆଡ଼ ଚାଲିଯାଇଛନ୍ତି ତାର ଠିକଣା ଆଜିବି ଅସ୍ପଷ୍ଟ | ତେବେ ସେବତୀ ଆଜି ବି ପୁଅ ର ବାଟ କୁ ଚାହିଁ ଆଖିରୁ...

ଜଗତସିଂହପୁର ସାଂସ୍କୃତିକ ପାରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଜାନୁଆରୀ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି ୨୪ତମ ଜଗତସିଂହପୁର ପୁସ୍ତକ ମେଳା-୨୦୨୩ ।ଏହି ୨୪ତମ ପୁସ୍ତକ ମେଳାକୁ ଆସନ୍ତା ୧୫ତାରିଖ ଅପରାହ୍ନରେ ଓଡିଶା ବିଧାନ ସଭାର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲାପରିଷଦ ସଭାପତି, ଜିଲ୍ଲାପାଳ, ଜଗତସିଂହପୁର ଓ ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ଉଦ୍ଘାଟନ କରିବେ। ଆଜି ପୁସ୍ତକ ମେଳା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ବିପ୍ଳବ ଚୌଧୁରୀ...

ମୋ କଲେଜ ଅଭିଯାନର ଜିଲ୍ଲାସ୍ତରୀୟ ସମ୍ମିଳନୀ ମୋ କଲେଜ ଏକ ଅଭିଯାନ ନୁହେଁ , ଏକ ଆବେଗ ଏହି ପରିକଳ୍ପନାକୁ ସାକାର କରିବା ପାଇଁ ଓଡିଶା ସରକାର ୨୦୨୧ ମସିହାଠାରୁ ” ମୋ କଲେଜ ଅଭିଯାନ ” ର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୨୦୨୩ ମସିହା ପାଇଁ ଢେଙ୍କାନାଳ ଜିଲ୍ଲାରେ ମୋ କଲେଜ ଅଭିଯାନର ପ୍ରଥମ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଡିଟୋରିୟମ୍ ଠାରେ ତା.୧୩.୦୧.୨୦୨୩ ରିଖ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ସଭାପତିତ୍ବ କରି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରଂଜିତ କୁମାର ପ୍ରଧାନ ମଞ୍ଚାସୀନ ଅତିଥିଙ୍କୁ ସ୍ବାଗତ...

ସିରିଏଲ୍ ଡକାୟତି କରି ପୋଲିସ କୁ ଦଉଛି ଚଖମା ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ଭଡା ରେ ରହୁଥିବା ଜଣେ ମୋବାଇଲ ବେପାରୀ ଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଡକାୟତି ହୋଇଥିବା ଥାନାରେ ଅଭିଯୋଗ। ଅଭିଯୋଗକାରୀଙ୍କ ଜଣଙ୍କ ହେଲେ ସୁଶାନ୍ତ ବେହେରା ପରଜଙ୍ଗ ପାଣିଭଣ୍ଡାର ନିବାସୀ। ସୂଚନା ଅନୁଯାୟୀ ସୁଶାନ୍ତ ସବୁଦିନ ପରି କଣ୍ଟାବଣିଆ ସ୍ଥିତ ମୋବାଇଲ ଦୋକାନ ବନ୍ଦ କରି ମୋବାଇଲ ଓ ବେପାର ଟଙ୍କା ଧରି ଘରକୁ ଫେରୁଥିଲେ। ରାସ୍ତା ରେ ଆସୁଥିବା ବେଳେ ସୁଶାନ୍ତ କୁ ଡକାୟତି ଦଳ ଫୋଲ କରୁଥିବା ଜାଣି ପାରି ଦ୍ରୁତଗତିରେ ଘରକୁ ଆସିଥିଲେ।...









All rights reserved. Designed by Inter Softech