ପଣ୍ଡରା ମାଲିକ ସମାଜର ସାମ୍ବାଦିକ ସମ୍ମିଳନୀ, ଫାଟ ସୃଷ୍ଟି ଉଦେଶ୍ୟ କୁ ନିନ୍ଦା…. କଳାହାଣ୍ଡି ଜିଲ୍ଲା ପଣ୍ଡରାମାଲି ସମାଜ ତରଫରୁ ,ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଜୁନାଗଡ ମାଁ ଲଙ୍କେଶ୍ବରି, ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା,ଗତ ତା 4/5/2025ରିଖଦିନ,ଚାହାରବାହାଲ ଠାରେ ସମାଜର ସମ୍ବିଧାନ ଅନୁଯାଇ, ଜିଲ୍ଲା ସ୍ତରୀୟ କାର୍ଯ୍ୟ କର୍ତ୍ତା ଚୟନକରାଜାଇଥିଲ, ଜିଲ୍ଲା ର ସବୁବ୍ଲକର କୋଣ ଅନୁକୋଣରୁ ସହଶ୍ରାଧିକ ସାମାଜିକ ବନ୍ଧୁମାନେଉପସ୍ଥିତ ରେକର୍ମକତ୍ତା ଚୟନ ଓ ସ୍ଵିକୃତି ପ୍ରଦାନକରିଥିଲେ,ହେଲେ ସଂଗଠନକୁ ମଜବୁତ କରିବାବଦଲରେ ପୁଣି ଏକ ବୈଠକ ଗଡିଆଜୋର ଠାରେରାଜନୈତିକ ସ୍ଵାର୍ଥ ସାଧନ ପାଇଁ କରାଯାଇଥିବାଚେଷ୍ଟାଆକୁ ନିନ୍ଦାକରାଜାଇଥିଲା,ଆଗାମି ଦିନରେ ସଂଗଠନକୁ ମଜବୁତ କରାଜିବାସହ ବିର୍ଭାନ୍ତ ସୃଷ୍ଠିକାରିଙ୍କ ଠାରୁ ସାମାଜିକ ଲୋକ...






