
ରାଜ୍ୟର ଐତିହ୍ୟ ଓ ତୀର୍ଥକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ କୋରାପୁଟର ଗୁପ୍ତେଶ୍ୱର ମନ୍ଦିର, ସାବରୀ ନଦୀଘାଟ, ଦମୟନ୍ତୀ ସାଗର ଓ ଜଗନ୍ନାଥ ସାଗର ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ରାଜ୍ୟର ଐତିହ୍ୟ ଓ ତୀର୍ଥକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ କୋରାପୁଟର ଗୁପ୍ତେଶ୍ୱର ମନ୍ଦିର, ସାବରୀ ନଦୀଘାଟ, ଦମୟନ୍ତୀ ସାଗର ଓ ଜଗନ୍ନାଥ ସାଗର ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ବିଜୁ ସ୍ୱାସ୍ଥ କାର୍ଡ ର ସୁଫଳ ଲାଭ ପାଇ ଧନ୍ୟବାଦ ଜଣାଇଛନ୍ତି ପରିବାର ବର୍ଗ ଓ ସମାଜସେବୀ ନିଶ୍ଚିତ BSKY କାର୍ଡ ସାହାଯ୍ୟ ରେ ନିରୀହ ଜୀବନ ଟି ବଞ୍ଚି ପାରିଲା ସେଥିପାଇଁ ଧନ୍ୟବାଦ ର ପାତ୍ର ଅନଗୁଳ ମେଡିକାଲ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ

ସିଆଇଏସଏଫ୍ ୟୁନିଟ ଟିଏଫଏଲ ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର କୁକୁଡ଼ାଙ୍ଗ ପଞ୍ଚାୟତ ର ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ସିଆଇଏସଏଫ୍ ୟୁନିଟ ଟିଏଫଏଲ ତାଳଚେର ତରଫରୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ସହାୟକ କମାଣ୍ଡାଟ କିଶୋର କୁମାର ପତ୍ର ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଆଇଏସଏଫ୍ ୟୁନିଟ ଟିଏଫଏଲ ର ସମସ୍ତ ପଦାଧିକାରୀ ଉପସ୍ଥିତ ରହିଥିବା ବେଳେ , କୁକୁଡ଼ାଙ୍ଗ ପଞ୍ଚାୟତ ପୂର୍ବତନ ସରପଂଚ ତଥା ସମାଜସେବୀ ଅମିୟ ତ୍ରିପାଠୀ , ଗୋଲକ ସାହୁ , ତପନ ନାଏକ ପ୍ରମୁଖ ଯୋଗଦେଇଥିଲେ ।

सीआईएसएफ टीएफएल द्वारा जरूरतमंदों को सर्दी के कपड़ों का वितरण अनगुल जिले के वनरपाल प्रखंड के कुकुडांग पंचायत के असहाय वृद्ध महिला-पुरुषों को सीआईएसएफ की टीएफएल तालचेर द्वारा सर्दी के कपड़े दिए गए हैं. कार्यक्रम का आयोजन सहायक कमांडेंट किशोर कुमार पात्र की अध्यक्षता में किया गया। इस कार्यक्रम में जहां सीआईएसएफ टीएफएल के तमाम अधिकारी मौजूद रहे वहीं कुकुडांग पंचायत के पूर्व सरपंच तथा समाजसेवी अमिय त्रिपाठी, गोलक साहू, तपन नाएक...

ଆଶ୍ରିବାଦ ସେବା ସଂଗଠନ ଉଦ୍ୟମ ରେ ଜରାଶ୍ରମ ରେ ଆଶ୍ରୟ ନେଲେ ସେବତୀ ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତର ସାରଣଶଙ୍କରସାହି ର ଷାଠିଏ ବର୍ଷୀୟା ଅସହାୟ, ନିଃସହାୟ,ନିରାଶୟ ବୃଦ୍ଧା ସେବତୀ ଦାଶ | ପ୍ରାୟ ଦୀର୍ଘ ସତର ବର୍ଷ ତଳେ ସ୍ଵାମୀ ଧୂଳେଶ୍ଵର ଦାଶ ସ୍ତ୍ରୀ ସେବତୀ କୁ ଛାଡି ଆରପାରିକୁ ସବୁଦିନ ପାଇଁ ଚାଲିଗଲା ପରେ ଏକମାତ୍ର ପୁଅ ବାପା ଧୂଳେଶ୍ୱର ଙ୍କ ମୃତ୍ୟୁ ପରେ ମା ସେବତୀ କୁ ଏକା କରି କେଉଁଆଡ଼ ଚାଲିଯାଇଛନ୍ତି ତାର ଠିକଣା ଆଜିବି ଅସ୍ପଷ୍ଟ | ତେବେ ସେବତୀ ଆଜି ବି ପୁଅ ର ବାଟ କୁ ଚାହିଁ ଆଖିରୁ...

କଙ୍କିଳି ଗ୍ରାମପଞ୍ଚାୟତରେ ପ୍ରଥମ ଥର ଧାନ ମଣ୍ଡି ଖୋଳିଲା. ସାନ୍ଦା ସେବା ସମବାୟ ସମିତି ଅଧୀନରେ ଥିବା କଙ୍କିଳି ଗ୍ରାମ ପଂଚାୟତ ଠାରେ ନୂତନ ଧାନ ମଣ୍ଡି ପ୍ରଥମ ଥର ଲାଗି ଗ୍ରାମ ପଞ୍ଚାୟତ ସରପଞ୍ଚ ମକର ଚାନ୍ଦ ସାହୁ ଓ ସମିତି ସଭ୍ୟା ଶ୍ରୀମତୀ ମମତା ପାଣୀଙ୍କ ଦ୍ୱାରା ଉଦଘାଟିତ ହୋଇଛି. ଉକ୍ତ କାର୍ଯ୍ୟକ୍ରମରେ ସେବା ସମବାୟ ସମିତି ସମ୍ପାଦକ ପ୍ରିଦୀପ କୁମାର ପାଣୀ, ସଭାପତି ରମେଶ ଚନ୍ଦ୍ର ସାମଲ, ଚାନ୍ଦପୁର ଗ୍ରାମ ପଞ୍ଚାୟତର ସଭାପତି ଅରୁଣଦୟ ନାୟକ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ସାହୁ ଓ କଙ୍କିଳି ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ. ସର୍ବମୋଟ ଏକୋଇଶି ଜଣ ଚାଷୀଙ୍କ...

ସିରିଏଲ୍ ଡକାୟତି କରି ପୋଲିସ କୁ ଦଉଛି ଚଖମା ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ଭଡା ରେ ରହୁଥିବା ଜଣେ ମୋବାଇଲ ବେପାରୀ ଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଡକାୟତି ହୋଇଥିବା ଥାନାରେ ଅଭିଯୋଗ। ଅଭିଯୋଗକାରୀଙ୍କ ଜଣଙ୍କ ହେଲେ ସୁଶାନ୍ତ ବେହେରା ପରଜଙ୍ଗ ପାଣିଭଣ୍ଡାର ନିବାସୀ। ସୂଚନା ଅନୁଯାୟୀ ସୁଶାନ୍ତ ସବୁଦିନ ପରି କଣ୍ଟାବଣିଆ ସ୍ଥିତ ମୋବାଇଲ ଦୋକାନ ବନ୍ଦ କରି ମୋବାଇଲ ଓ ବେପାର ଟଙ୍କା ଧରି ଘରକୁ ଫେରୁଥିଲେ। ରାସ୍ତା ରେ ଆସୁଥିବା ବେଳେ ସୁଶାନ୍ତ କୁ ଡକାୟତି ଦଳ ଫୋଲ କରୁଥିବା ଜାଣି ପାରି ଦ୍ରୁତଗତିରେ ଘରକୁ ଆସିଥିଲେ।...

ଢେଙ୍କାନାଳରେ ଏଚ୍.ଡି.ଏଫ୍.ସି. ବ୍ୟାଙ୍କର ନୂତନ ଶାଖା ଉଦ୍ଘଟନ ଢେଙ୍କାନାଳ , ତା.୧୩ ୦୧.୨୦୨୩ରିଖ : ଅଦ୍ୟ ଢେଙ୍କାନାଳ ସହରର କୁଞ୍ଜକାନ୍ତ ଠାରେ ଏଚ୍.ଡି.ଏଫ୍.ସି ବ୍ୟାଙ୍କର ଦ୍ବିତୀୟ ଶାଖା ଉଦ୍ଘାଟନ ହୋଇଯାଇଅଛି । ଯାହାକି ଏହାକୁ ମିଶାଇ ଓଡିଶାରେ ୧୯୭ଟି ଶାଖା ହେଲା । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥ୍ ଭାବେ ଉପସ୍ଥିତ ରହି ଶାଖାକୁ ଉଦ୍ଘାଟନ କରିବା ସହିତ ଏଟିଏମ୍କୁ ମଧ୍ୟ ଉଦ୍ଘାଟନ କରି କହିଥିଲେ ଯେ , ଆଜି ଏକ ଖୁସିର ଦିନ ଯାହାକି ଏଚ୍.ଡି.ଏଫ୍.ସି ବ୍ୟାଙ୍କ ତା’ର ଢେଙ୍କାନାଳରେ ନୂତନ ଶାଖା ଖୋଲିଛି ଏବଂ ଆଜି ୧୩ ତାରିଖ ପୁରୁଷ ୱାର୍ଲଡ କପ୍ ଖେଳର...

ହାତୀ ତାଣ୍ଡବରେ ବଅଁରପାଳ ଅଞ୍ଚଳରେ ଜଣେ ମୃତ ଘଟଣା କୁ ନେଇ ବିଧାନସଭା ଯିବ ବିଜେପି ଗ୍ରାମବାସୀଙ୍କ ଅଭିଯୋଗ ମଦ ପିଇ କାର୍ଯ୍ୟରେ ଅବହେଳା କରୁଛି ବନ ବିଭାଗ ବଅଁରପାଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣ ରେ ଚାରି ଦିନ ପୂର୍ବରୁ ଚାରି ଜଣ ମୃତ୍ୟୁ ବରଣ କରିଛନ୍ତି |ଏହାକୁ ନେଇ ବିଜେପି ପକ୍ଷରୁ ବୁଧବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଙ୍କ ନେତୃତ୍ୱରେ ବିଧାୟକ ନାଉରି ନାଏକ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଠାକୁର ରଂଜିତ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ...

ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗ ଙ୍କୁ ଭେଟିଲେ ବିଜେପି ର ବିଧାୟକ ଟିମ ୨୦ଲକ୍ଷ କ୍ଷତିପୂରଣ ସହ ଜଣକୁ ସ୍ଥାୟୀ ନିଯୁକ୍ତି ଦାବୀ ଟିମ ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣ ରେ ଚାରି ଦିନ ପୂର୍ବରୁ ଚାରି ଜଣ ମୃତ୍ୟୁ ବରଣ କରିଛନ୍ତି |ଏହାକୁ ନେଇ ବିଜେପି ପକ୍ଷରୁ ବୁଧବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଙ୍କ ନେତୃତ୍ୱରେ ବିଧାୟକ ନାଉରି ନାଏକ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଠାକୁର ରଂଜିତ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ...











All rights reserved. Designed by Inter Softech