କୁଲାଡ଼ ରେ 27ତମ ମଙ୍ଗଳା ମୋହତ୍ସବ ଅନୁଗୋଳ/କୁଲାଡ଼ – ଗତ କାଲି କୁଲାଡ଼ର ଅଧିଷ୍ଠାତ୍ରୀ ଦେବି ମା ମଙ୍ଗଳା ଙ୍କର 27ତମ ମୋହତ୍ସବ ଅନୁଷ୍ଠିତ ହୋଇ ଅଛି, ଏଥିରେ କୁଲାଡ଼ ଗ୍ରାମର ସମସ୍ତ ଯୁବ ବର୍ଗ ଙ୍କୁ ନେଇକି ଆୟୋଜନ କରାଯାଇଥଏ, ବହୁ ଦୂର ଦୁରାନ୍ତ ରୁ ଭକ୍ତ ଆସି ମା ଙ୍କର ଆଶୀର୍ବାଦ ଭିକ୍ଷା ଲାଭ କରି ଥାନ୍ତି, ଏଥିରେ ମା ଙ୍କର ରୀତିନୀତି ଅନୁସାରେ ପୂଜା ପାଠ ହୋଇଥାଏ, ଏବଂ ମା ଙ୍କୁ ଗ୍ରାମ ପରିକ୍ରମା କରି ବାଜାବାଣ, ଘଣ୍ଟ ନୃତ୍ୟ. ଲଉଡ଼ି, ସାଉଣ୍ଡ ଲଗେଇ ମା ଙ୍କର ମେଳଣ କରାଯାଇଥିଲା, ଏବଂ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁମାରେସ୍ୱର...





