ଭବ୍ୟ ଯୋଜନାରେ ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ କରାଯିବ। ଭାରତ ଔଦ୍ୟୋଗିକ ବିକାଶ ଯୋଜନା (ଭବ୍ୟ) ସ୍କିମ ଅଧୀନରେ ଦେଶରେ ଶହେ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ। ଏଥିପାଇଁ ଉଦ୍ଦିଷ୍ଟ ମାର୍ଗଦର୍ଶିକାକୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଉନ୍ମୋଚନ କରିଛନ୍ତି। ଏହି ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ୩୩,୬୬୦ କୋଟି ଟଙ୍କା ବ୍ୟୟ ଯୋଜନା ରହିଛି। ପ୍ରଥମ ଦୁଇ ମାସରେ ରାଜ୍ୟଗୁଡ଼ିକଠାରୁ ଏହି ଯୋଜନାରେ ୨୦ଟି ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଆବେଦନ ଆମନ୍ତ୍ରଣ କରାଯିବ। ଏହା ପରେ ଆଉ ଦୁଇ ମାସ ମଧ୍ୟରେ ୩୦ ଶିଳ୍ପ ପାର୍କ ପାଇଁ ଆବେଦନ ଗ୍ରହଣ...




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-08-24_07-28-24-453.jpg)

