
୧୬୦୦ରୁ ଅଧିକ ଚାରା ରୋପଣ। ପାରିପାଶ୍ୱିର୍କ ଅଂଚଳର ୫୦୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ : ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିବା ବିଷୟ ‘ -ବିଟ୍ ଦି ପ୍ଲାଷ୍ଟିକ୍ ’ ଅନୁସାରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ( ଟିଏସ୍ଏମ୍ ) ପକ୍ଷରୁ ୨୦୨୩ ଜୁନ୍ ୫ରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି । ଢେଙ୍କାନାଳ ଜିଲ୍ଲାର ମେରାମଣ୍ଡଳୀ କାରଖାନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଟିଏସଏମ ର ଦୀର୍ଘସ୍ଥାୟୀ ମାସ ପାଳନର ଅଂଶ ସ୍ବରୂପ ବିଭିନ୍ନ ପ୍ରକାରର ସବୁଜ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଟିଏସ୍ଏମ ହାଉସିଂ କଲୋନିରେ ଅନୁଷ୍ଠିତ ଏକ ପୁରସ୍କାର ସମାରୋହ ସହ...












![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)
