ଛତିଶଗଡ: ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ। ତିନି ଜଣଙ୍କ ଗଳାକାଟି କରିଛନ୍ତି ହତ୍ୟା । ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ପେଦା କୋରେମ ଗାଁରେ ଘଟିଛି ବୀଭତ୍ସ ହତ୍ୟା । ମାଓବାଦୀ ଦଳକୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଗସ୍ତ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିବା ପାଇଁ ୧୨ରୁ ଅଧିକ ଗ୍ରାମବାସୀଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ମଧ୍ୟରେ ଜଣେ ଛାତ୍ର ମଧ୍ୟ ଅଛନ୍ତି। ଏହି ଘଟଣା ଯୋଗୁଁ ପେଦା କୋରେମ ଗାଁରେ ଆତଙ୍କର ବାତାବରଣ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି। ପ୍ରାଣ ହରାଇଥିବା ଦୁଇ ଗ୍ରାମବାସୀ ଆତ୍ମସମର୍ପଣ କରିଥିବା ନକ୍ସଲ ନେତା ଦିନେଶ...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)



