ରଣବୀର ସିଂହଙ୍କ ଅପ୍କମିଙ୍ଗ ଫିଲ୍ମ ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ରିଲିଜ୍ ହୋଇଛି । ଦମ୍ଦାର ଆକ୍ସନ୍, ଗମ୍ଭୀର ପ୍ରଚ୍ଛଦ ସଙ୍ଗୀତ ଓ ରଣବୀରଙ୍କ ଭୟଙ୍କର ଅବତାର ଦର୍ଶକଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ଏବେ କେବଳ ‘ଧୁରନ୍ଧର୍-୨’କୁ ନେଇ ଚର୍ଚ୍ଚା । କେବଳ ଦର୍ଶକ ନୁହେଁ, ବଲିଉଡ୍ର ତମାମ ସେଲିବ୍ରିଟିଙ୍କୁ ବଡ଼ ଝଟ୍କା ଦେଇଛି ଟ୍ରେଲର୍ । ବଲିଉଡ୍ର ଅନେକ ଷ୍ଟାର୍ ଟ୍ରେଲର୍କୁ ନେଇ ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି । ଏଥିରେ ଆଲିୟା ଭଟ୍ଟ ଓ ଋତ୍ୱିକ ରୋଶନ ଅନ୍ୟତମ । ଆଲିୟା ଟ୍ରେଲର୍ ଦେଖି ‘ଆଉଟ୍ ଅଫ୍ କଣ୍ଟ୍ରୋଲ’ ଓ ‘ବିଷ୍ଟ୍ ମୋଡ୍ ଅନ୍’ ଭଳି ଶବ୍ଦରେ...




