କୋଲକାତା: ପଶ୍ଚିମବଙ୍ଗ ସ୍ଥିତ ଆଇ-ପ୍ୟାକ୍ କାର୍ଯ୍ୟାଳୟ ଏବଂ ଏହାର ମୁଖ୍ୟ ପ୍ରତୀକ ଜୈନ୍ଙ୍କ ଘରେ ଇଡି ଚଢାଉ ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି କୋଲକାତା ହାଇକୋର୍ଟ। ଏହିକ୍ରମେ ହାଇକୋର୍ଟ, ବୁଧବାର ଶାସକ ଦଳ ଟିଏମ୍ସି ପକ୍ଷରୁ ଦାଖଲ କରାଯାଇଥିବା ଇଡି ବିରୋଧୀ ଅଭିଯୋଗଜନିତ ଆବେଦନକୁ ଖାରଜ କରିଦେଇଛି। ଟିଏମସିର ଆବେଦନରେ ଅଭିଯୋଗ କରାଯାଇଛି ଯେ ଇଡି ବେଆଇନ ଭାବରେ ଗୋପନୀୟ ତଥ୍ୟ ଜବତ କରିଛି। ଅନ୍ୟପକ୍ଷେ ଶୁଣାଣି ସମୟରେ, ହାଇକୋର୍ଟ ଜାନୁଆରୀ ୮ ତାରିଖରେ ଆଇ-ପ୍ୟାକ୍ ଫାର୍ମର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘର ଏବଂ କାର୍ଯ୍ୟାଳୟରୁ କିଛି ଜବତ ହୋଇନଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୟାନ ରେକର୍ଡ କରିଥିଲେ।ଇଡି କୋର୍ଟଙ୍କ ସମ୍ମୁଖରେ...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-20-scaled.jpg)




