ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଲଣ ଧରାପଡିଲେ ୩ IRB ଯବାନ । ବୌଦ୍ଧ ମନମୁଣ୍ତା ପୋଲିସ ବ୍ୟାରେକରେ ଚଢାଉ କରିଥିଲା ଯେଉଁଠି ୩ ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଥିଲା । ପରେ ଗିରଫ କରି କୋର ଯବାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସପି ରାହୁଲ ଗୋଏଲ ।
ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଲଣ ଧରାପଡିଲେ ୩ IRB ଯବାନ । ବୌଦ୍ଧ ମନମୁଣ୍ତା ପୋଲିସ ବ୍ୟାରେକରେ ଚଢାଉ କରିଥିଲା ଯେଉଁଠି ୩ ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଥିଲା । ପରେ ଗିରଫ କରି କୋର ଯବାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସପି ରାହୁଲ ଗୋଏଲ ।
ବୌଦ୍ଧ: ଚାଉଳ ବୋଝେଇ ଟ୍ରକ୍ରେ ଚାଲାଣ ହେଉଥିଲା ଗଞ୍ଜେଇ। ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ମାଡ଼ି ବସିଲା ପୋଲିସ। ଟ୍ରକ୍ରୁ ଜବତ ହେଲା ୧୨ କ୍ଵିଣ୍ଟାଲ ଗଞ୍ଜେଇ। ଗାଡ଼ି ସହିତ ୨ ଜଣଙ୍କୁ ଗିରଫ କଲା ଘଣ୍ଟାପଡ଼ା ପୋଲିସ। ବୌଦ୍ଧ ଜିଲ୍ଲା ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଫିଲ୍ମ ଷ୍ଟାଇଲ୍ରେ ଚାଲାଣ ହେଉଥିଲା ଗଞ୍ଜେଇ। ଏକ ଚାଉଳ ବୋଝେଇ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ଚାଲାଣ କରାଯାଉଥିଲା। ଏନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ବାଟରେ ଛକି ବସିଥିଲା ପୋଲିସ। ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ...
ବୌଦ୍ଧ: ବୌଦ୍ଧ ବନଖଣ୍ଡ କୁସଙ୍ଗ ରେଞ୍ଜ ଅଧୀନ ମହାନଦୀ ସାତକୋଶିଆ ଗଣ୍ଡରେ ଶେଷ ହୋଇଛି ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା। ଏହି ଗଣନା ପରେ ସମୁଦାୟ ୧୯ ଟି କୁମ୍ଭୀର ଥିବା ବେଳେ ୧୧ ଟି ଘଡିଆଳ ଓ ୮ ଟି ମଗର ପ୍ରଜାତିର କୁମ୍ଭୀର ଥିବା ସୂଚନା ମିଳିଛି। ୧୧ ଟି ଘଡିଆଳ ମଧ୍ୟରୁ ୩ ଟି ବଡ ଓ ୮ ଟି ଛୁଆ ଘଡିଆଳ ଥିବାବେଳେ ୮ ଟି ମଗର ପ୍ରଜାତିର କୁମ୍ଭୀର ମଧ୍ୟରୁ ୫ ଟି ବଡ ଓ ୩ ଟି ଛୁଆ ମଗର ଅଛନ୍ତି । ସୂଚନା ଅନୁଯାୟୀ, ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ...
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର ବୌଦ୍ଧ : ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର । ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ । ସୂଚନା ଅନୁସାରେ, ବାଉଁଶୁଣୀ ସମବାୟ ସମିତିର ବିଲ୍ ରିଲିଜ୍ କରିବା ନିମନ୍ତେ ଉଭୟ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ମାଗିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଇଥିଲେ । ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ...

ବୌଦ୍ଧ: ଗଛ ତଳେ ଆଶ୍ରୟ ହେଲା କାଳ; ବଜ୍ରାଘାତରେ ଜଣେ ମୃତ। ବର୍ଷାରେ ଗଛ ତଳେ ୩ ସାଙ୍ଗ ଆଶ୍ରୟ ନେଇଥିଲା ବେଳେ ବଜ୍ରାଘାତ। ଜଣଙ୍କର ମୃତ୍ୟୁ; ଆଉ ୨ ସାଙ୍ଗ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ବାଉଁଶୁଣୀ ଥାନା ବଲାକିରାରେ ଗଛ ତଳେ ଆଶ୍ରୟ ବେଳେ ଅଘଟଣ।

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମପଞ୍ଚାୟତ ର ପାଟଣା ସାହି ଠାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବା ସହ ଶିଳା ନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନ ସଭାର ଉପ ବାଚସ୍ପତି ରଜନିକାନ୍ତ ସିଂହ, ଅଞ୍ଚଳର ସାମାଜ ସେବି ଗଙ୍ଗାଧର ସାମଲ, ବଅଁରପାଳ ବ୍ଲକ ଅଧକ୍ଷ ବିଜୟ କୁମାର ନାଥ ଓ ଗ୍ରାମର ବିଶିଷ୍ଠ ସାମାଜ ସେବୀ ତଥା ବିଜେବି ମଣ୍ଡଳ କାର୍ଯ୍ୟକାରି ସଦସ୍ୟ ଅଶୋକ କୁମାର ଧିର ଯୋଗଦାନ କରିଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୂଜକ ଆଚାର୍ଯ୍ୟ ବସନ୍ତ କୁମାର ଷଡଙ୍ଗୀ, ଜୟ କୃଷ୍ଣ ରଥ, ସିଦ୍ଧେଶ୍ଵର ପାଣି, ଶାନ୍ତନୁ କୁମାର...

ଉନ୍ନତ ଚିକିସ୍ଥା ପାଇଁ ୮ ଗୁରୁତ୍ତର ଶ୍ରମିକକୁ ଏୟାରଲିଫ୍ଟ କରାଇଲା ଟାଟା କାରଖାନା ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାର BFPP – 2 ରେ ଗତ ମଙ୍ଗଳବାର ଘଟିଥିବା ଦୁର୍ଘଟଣାରେ ୧୯ ଜଣ ଶ୍ରମିକ ଗୁରୁତ୍ତର ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିସ୍ଥା ହୋଇଥିଲେ। ସେଥିମଧ୍ୟରୁ କିଛି ଶ୍ରମିକ ଭିଷଣ ରୂପେ ଗୁରୁତ୍ତର ହୋଇଥିଲେ। କାରଖାନାର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ସମସ୍ତେ ଅଶ୍ଵିନି ଟ୍ରମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ଚିକିସ୍ଥା ପରେ କାରଖାନା କତୃପକ୍ଷ ୮ ଜଣ ଶ୍ରମିକ ଉନ୍ନତ ଚିକିତ୍ସା ଦରକାର ପଡୁଥିବା ରୁ ସେମାନଙ୍କୁ ଏୟାରଲିଫ୍ଟ କରି ଟାଟା ଏଟିଏମ...

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ହେବ। ମେ ୨୯ ତାରିଖ ଦିନ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ୧୫ ଦିନରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଆଜି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି। ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି। ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ,...

ରଜ ସଂକ୍ରାନ୍ତି ରେ ଜଗନ୍ନାଥ ମନ୍ଦିର ପରିସରରୁ ନାଗ ଉଦ୍ଧାର ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପଞ୍ଚ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଜଗନ୍ନାଥ ମନ୍ଦିର ରେ ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ମହାପ୍ରଭୁ ଅଣସର ଗୃହ ରେ ଥିବାରୁ ଭକ୍ତଙ୍କ ଭିଡ ନଥିଲା। ସକାଳେ ପୂଜାର୍ଚନା କାଯ୍ୟ ବ୍ୟବସ୍ଥା ଆରମ୍ଭ ସମୟରେ ନାଗ ସାପ ଦେଖିବାକୁ ମିଳିଥିଲା। ମନ୍ଦିର ପରିଚାଳନା କମିଟି ତୁରନ୍ତ ସ୍ନେକ୍ ରେସକ୍ୟୁ ସଦସ୍ୟ ବିଭୂତି ଭୂଷଣ ନାହାକ ଙ୍କୁ ଜଣାଇବା ପରେ ଘଟଣା ସ୍ଥଳରେ ଉଦ୍ଧାରକାରୀ ସାନୁ ଓ ଶିବା ପହଞ୍ଚି ପ୍ରାୟ ସାଢେ ପାଞ୍ଚ...

ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କମ୍ପାନୀରେ ମଙ୍ଗଳବାର ବଡ଼ଧରଣର ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ଟାରେ କାରଖାନାର ବ୍ଲାଷ୍ଟ ଫର୍ନେଶ ଷ୍ଟିମ୍ ଲାଇନ୍ ଫାଟି ଉତ୍ତପ୍ତ ବାଷ୍ପ ନିର୍ଗମନ ହେବାରୁ ୨ ଅଧିକାରୀଙ୍କ ସମେତ ୧୮ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍ଗିନ ଥିବାରୁ ଜଣଙ୍କୁ ଆଇସିୟୁରେ ଏବଂ ଅନ୍ୟ ୬ ଜଣଙ୍କୁ ସେମି ଆଇସିୟୁରେ ଚିକିତ୍ସା କରାଯାଉଛି। ଅବଶିଷ୍ଟ ୧୧ ଜଣ କାଜୁଆଲିଟିରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ସେମାନଙ୍କୁ ଅନ୍ୟ ଓ୍ବାର୍ଡକୁ ସ୍ଥାନାନ୍ତର...











All rights reserved. Designed by Inter Softech