
ନାରୀ ଅଧିକାର ଅଭିଯାନ: ବିଜେଡିର ବିକ୍ଷୋଭ**ତାଳଚେର: ମହିଳାଙ୍କ ପ୍ରତି ବଢ଼ୁଥିବା ନିର୍ଯ୍ୟାତନା ଓ ସଂରକ୍ଷଣ ପ୍ରସଙ୍ଗରେ ତାଳଚେର ବିଜେଡି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଓ ସୁରକ୍ଷା ନିଶ୍ଚିତ କରିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି, ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ତାଳଚେର...

ତାଳଚେର ମେଡ଼ିକାଲ କଲେଜକୁ ନେଇ ହଟୁନି ଦ୍ୱନ୍ଦରୋଗୀସେବା କେବେ?ତାଳଚେର, ୨୫/ ୦୫ ମେଡ଼ିକାଲ କଲେଜୁ ସରକାର ଚଳାଇବା ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବା ନେଇ ଦୀର୍ଘବର୍ଷରୁ ଘୋଷଣା ସରିଛି । କିନ୍ତୁ ମେଡ଼ିକାଲ କଲେଜ ରୋଗୀସେବା ଆରମ୍ଭ ହୋଇପାରୁନି । ସରକାର ଓ ଏମସସିଏଲ ମଧ୍ୟରେ ତାଳମେଳ ଅଭାବ ହେତୁ ଦିନ ପରେ ଦିନ ଗଡ଼ି...

ନୁଆଦିଲ୍ଲୀ: ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥି ସହ ଦଳର ବରିଷ୍ଠ ନେତାଙ୍କ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବାର ମଧ୍ୟ ସୂଚନା ମିଳିଛି । ରାଜ୍ୟରେ ପୁଣି ଚର୍ଚ୍ଚା ଧରିଲାଣି ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ନିଗମ ଅଧ୍ୟକ୍ଷଙ୍କ ନିଯୁକ୍ତି...

ୱାଶିଂଟନ: ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ବାଇଟ ହାଉସ ନିକଟରେ ଶନିବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଥିବା ଜଣାପଡିଛି। ତେବେ ସୁରକ୍ଷା କର୍ମୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନରେ ଆତତାୟୀ ପ୍ରାଣ ହରାଇଥିବା କୁହାଯାଇଛି। ସୂଚନାଯୋଗ୍ୟ ଜଣେ ବ୍ୟକ୍ତି ହ୍ବାଇଟ ହାଉସ ନିରାପତ୍ତା ଚେକ୍ ପୋଷ୍ଟ ନିକଟରେ ପହଞ୍ଚି ହଠାତ୍ ବ୍ୟାଗରୁ ପିସ୍ତଲ ବାହାର କରିବା ସହ ସେଠାରେ ମୁତୟନ ସୁରକ୍ଷା...

ଭୁବନେଶ୍ୱର: ବିକଶିତ ଓଡ଼ିଶା ଭିଜନ ୨୦୩୬-୪୭ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ସହ ଯୋଗାଯୋଗ କରି ‘ମଡେଲ ଭିଲେଜ ମିଶନ’ ଓ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ଶୁଭାରମ୍ଭ କରିଛନ୍ତି...

ବୃକ୍ଷ ହିଁ ଜୀବନ : କେବଳ କାଗଜପତ୍ରରେ- ବୃକ୍ଷରୋପଣ ତାଳଚେର, ୨୫/୦୫ ବହୁ ପୂରାତନ ତାଳଚେର ଅଂଚଳକୁ ପାହାଡ଼ ପର୍ବତରେ ଆଚ୍ଛାଦିତ ହୋଇ ପରିବେଶ ସୁନ୍ଦର ଦେଖାଯିବା ସହ ତାଳଚେର ଅଂଚଳବାସୀ ନିରୋଗ ରହୁଥିଲେ । ପର୍ଯ୍ୟାୟକ୍ରମେ ତାଳଚେରରେ ଶିଳ୍ପାନୁଷ୍ଠାନ ଖଣିଖାଦାନ ବୃଦ୍ଧି ପାଇବାରୁ ସେହି ଅନୁପାତରେ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ...

IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ସେ ମିନି ଅକ୍ସନରେ ଗ୍ରୀନ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଛନ୍ତି। ହେଲେ ଭାରତୀୟ ବ୍ୟାଟର ପୃଥ଼୍ବୀ ଶ’ ଆଇପିଏଲ ନିଲାମର ପ୍ରଥମ ପର୍ଯ୍ୟାୟରେ ଅନ୍ ସୋଲ୍ଡ ରହିଛିନ୍ତି।...

ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି । ଦୁର୍ଘଟଣା ପରେ ବସ୍ ଏବଂ କାରଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଚାରି ଜଣ ପୋଡ଼ି ମୃତ୍ୟୁ ହୋଇଥିବା ସୂଚନା ରହିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ରାୟ...

ପହଲଗାମ ଆକ୍ରମଣର ଖୁଲାସା କରୁଛି ଏନଆଇଏ । ବର୍ତ୍ତମାନ ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀର ପରିଚୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଆକ୍ରମଣର ମୁଖ୍ୟଷଡ଼ଯନ୍ତ୍ରକାରୀକୁ ଧରାଇଦେବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ।ସୂଚନାନୁଯାୟୀ, ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଏହି ଷଡଯନ୍ତ୍ର କରିଥିବା ନେଇ ଏନଆଇଏ ପାଖରେ...

ପୁର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ କୁମାର ଗୋୟଲ ଆଜି ଦେଶର ମୁଖ୍ୟ ସୂଚନା ଆୟୁକ୍ତ ଭାବରେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଦେଶର ମୁଖ୍ୟ ସୂଚନା ଅଧିକାରୀ(ସିଆଇସି) ଭାବେ ଶପଥ ନେଇଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ରାଜ କୁମାର ଗୋୟଲ । ଶ୍ରୀ ଗୋୟଲଙ୍କୁ...

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି ବିହାର ମନ୍ତ୍ରୀ ନିତିନ ନବୀନ। ଗତ ରବିବାର ଦଳର ସଂସଦୀୟ ବୋର୍ଡ ଏହି ପଦବୀ ପାଇଁ ନିତିନଙ୍କ ନାମକୁ ମୋହର ମାରିଥିଲା। ଏହା ସହିତ ଆଗାମୀ ଭବିଷ୍ୟତରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ପରେ ନିତିନ ତାଙ୍କ ଉତ୍ତରାଧିକାରୀ ଭାବେ ରାଷ୍ଟ୍ରୀୟ ସଭାପତି ହେବାର ବାଟ...

ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ତିନି ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗୋଏଲଙ୍କ ନାମ ସୁପାରିଶ କରିଛନ୍ତି। ଗୋଏଲ ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ-କେନ୍ଦ୍ରଶାସିତ ଅଞ୍ଚଳ...








All rights reserved. Designed by Inter Softech