
ଅନୁଗୋଳ: ଆଠମଲ୍ଲିକରେ ହାତୀ ଆତଙ୍କ । ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା । ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା । ଅନୁଗୋଳ ଜିଲ୍ଲା ଆଠ ମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗ୍ରାମର ସଦାଶିବ ନାଏକ ନାମକ ଜଣେ ବ୍ୟକ୍ତି ସକାଳ ସମୟରେ ଘରୁ...

କଟକ: ଅବଦୁର ରେହମାନ ନିର୍ଦ୍ଦୋଷ । ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କଲେ କଟକ ଜିଲ୍ଲା ଦୌରାଜଜ । ଏକ୍ୟୁଆଇଏସ ଆତଙ୍କୀ ସଂଗଠନ ସହ ଲିଙ୍କରେ ଥିଲା । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓଡିଶାରୁ ତାକୁ ଗିରଫ କରିଥିଲା । ଡିସେମ୍ବର ୧୫ , ୨୦୧୬ରେ ଜଗତପୁର ପଶ୍ଚିମକଚ୍ଛରୁ ଗିରଫ ହୋଇଥଲା ଅବଦୁର ରେହମାନ । ପରେ ଦିଲ୍ଲୀ...

ଭୁବନେଶ୍ୱର: ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ(ଡିଇଆଇଇଡି) ତଥା ସିଟି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୭ ତାରିଖରୁ (ବୁଧବାର) ଅନ୍ଲାଇନ ଆବେଦନ ହେବ । ଆସନ୍ତା ଜୁନ୍ ୧୮ ତାରିଖ ଯାଏ ଆବେଦନ ପତ୍ର ଗ୍ରହଣ କରାଯିବ । ୧୯ରୁ ୨୦ ତାରିଖ ମଧ୍ୟରେ ଆବେଦନକାରୀମାନେ ନିଜର ଆବେଦନପତ୍ରକୁ ଚାହିଁଲେ ସଂଶୋଧନ କରିପାରିବେ...

ବିବାହର ପ୍ରତିଶ୍ରୁତି ଦେଇ ବିଧବା ମହିଳାଙ୍କୁ ପ୍ରତାରଣା। ଥାନାରେ ମାମଲା ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତ ଲଙ୍ଗୁଳିଆବେଡା ଗ୍ରାମର ଜଣେ ବିଧବା ମହିଳାଙ୍କୁ ପ୍ରତାରଣା କରିବା ଓ ଜୀବନରେ ମାରିଦେବାକୁ ଧମକ ଦେବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ,ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମର ଜଣେ ବିଧବା...

ଅଜି ତା ୨୬/୦୫/୨୦୨୬ ମଙ୍ଗଳବାର ଦିନ ସଦର ବ୍ଲକ ଅନ୍ତର୍ଗତ ଭାପୁର ଗ୍ରାମ ପଞ୍ଚାୟତର ବଣିଆ ସାହି (ପାଣ ସାହି) ତରଫରୁ ଭାପୁର ଅଶାନ୍ତି ନାଏକଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାର ପ୍ରକୃତ ଅଭିଯୁକ୍ତକୁ ଗିରଫ ନକରି ନିର୍ଦ୍ଦୋଷ ସୁକୁଟା ନାଏକ କୁ ଗିରଫ ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଅଛି। ଅଶାନ୍ତି...

ମହିଳା ସଂରକ୍ଷଣ ବିଲ ପାରିତ ନ କରିବା ଓ ନାରୀନିର୍ଯ୍ୟାତନା ରୋକିବା ଅସଫଳ କୁ ନେଇ ବିଯୁଜନତା ଦଳର ପ୍ରତିବାଦ ! ଜୁନାଗଡ଼ (ବାଲେଶ୍ୱର ସୁନାନୀ )26/5/ ଜୁନାଗଡ଼ ବ୍ଲକ ରେ ମହିଳା ବିଯୁଜନତା ଦଳ ତରଫରୁ ବିଶାଳ ଶୋଭାଯାତ୍ରା ରେ ବାହାରି, ଭାରତୀୟ ଜନତା ପାର୍ଟି ର ମହିଳା ସଂରକ୍ଷଣ ବିଲ 2023ରେ କାର୍ଯ୍ୟକାରୀ କରିବା...

ଅଘଟଣ । ବେସମେଣ୍ଟ ନିର୍ମାଣ ସମୟରେ କାନ୍ଥ ଧସିଯିବାରୁ ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ସ୍ଥଳରେ ଏସଡିଏମ ସମେତ ପୋଲିସ ମଧ୍ୟ ପହଞ୍ଚିଛି ।

ସ୍ଵତନ୍ତ୍ର ବ୍ୟାପକ ସଂଶୋଧନ ( SIR) ପ୍ରକ୍ରିୟା ସମାପ୍ତ ହେବା ପରେ ଗୁଜରାଟର ଡ୍ରାଫ୍ଟ ଭୋଟର ତାଲିକାରୁ ପ୍ରାୟ ୭୪ ଲକ୍ଷ ଭୋଟରଙ୍କ ନାମ କାଟି ଦିଆଯାଇଛି । ପ୍ରକାଶିତ ତଥ୍ୟ ଅନୁଯାୟୀ , ୫୧ ଲକ୍ଷରୁ ଅଧିକ ଭୋଟର ସ୍ଥାନାନ୍ତରିତ ହୋଇଛନ୍ତି କିମ୍ବା ସେମାନଙ୍କ ସହ ଯୋଗଯୋଗ ହୋଇପାରି ନାହିଁ । ଭୋଟର ତାଲିକା ସଂଶୋଧନ...

ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ମାଲକାନଗିରି ଜିଲ୍ଲା ମାଓ ସଂଗଠନର ୪୧ ଜଣ ସକ୍ରିୟ ନକ୍ସଲ ଦଳ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ହତିଆର ସହ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ଦିନ ଧରି ଏମାନେ ମାଓ ସଂଗଠନରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ।

ଆଗାମୀ ସାଧାରଣତନ୍ତ୍ର ଦିବସରେ ୟୁରୋପୀୟ ସଂଘ (ଇୟୁ) ସଭାପତି ଉର୍ସୁଲା ଭନ୍ ଡର୍ ଲିୟେନ୍ ଏବଂ ୟୁରୋପିଆନ କାଉନସିଲ (ଇସି) ସଭାପତି ଆଣ୍ଟୋନିଓ କୋଷ୍ଟା ମୁଖ୍ୟ ଅତିଥିଭାବେ ଯୋଗଦେବେ ବୋଲି ଜଣାପଡିଛି। ଜାନୁଆରୀରେ ଭାରତ ଓ ୟୁରୋପିଆନ ୟୁନିୟନ ମଧ୍ୟରେ ମୁକ୍ତ ବାଣିଜ୍ୟିକ ରାଜିନାମା ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ଉର୍ସୁଲା ଓ ଆଣ୍ଟୋନିଓ ଇୟୁ ପକ୍ଷରୁ...

ନୂଆଦିଲ୍ଲୀ : ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ବା ‘VB G-RAM-G ’ ବିଲ୍ ୨୦୨୫ । ଲୋକସଭାରେ ଗୃହୀତ ହେଲା VB-G RAM G ବିଲ୍ । ବିରୋଧୀଙ୍କ ଦୃଢ଼ ପ୍ରତିବାଦ ଭିତର ଲୋକସଭାରେ ପାସ୍ ହୋଇଛି ବିଲ୍...

ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ କରାଯାଇଥିବା ଏକ ରାଜନୈତିକ ଅଭ୍ୟାସ ଥିଲା। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଭାରତକୁ ବାଂଲାଦେଶରୁ ସୀମିତ କରିବା ଏବଂ ଶେଷରେ ବିତାଡ଼ିତ କରିବା। ବାଂଲାଦେଶ ଆଉ ଭାରତକୁ ଏକ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର...








All rights reserved. Designed by Inter Softech