
ଅନୁଗୋଳ ଜିଲ୍ଲା ସିଏମ ଟ୍ରଫି ଜିତିଲା ତାଳବାହାଲ ଗ୍ରାସରୁଟ୍ ଭଲିବଲ୍ କେନ୍ଦ୍ରର ବାଳିକା ଟିମ୍ ଢେଙ୍କାନାଳ, ୦୯/୦୫/୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ତାଳବାହାଲ ଗ୍ରାସରୁଟ୍ ଭଲିବଲ୍ କେନ୍ଦ୍ରର ୧୪ ବର୍ଷରୁ କମ୍ ବାଳିକା ଟିମ୍ ଅନୁଗୋଳ ଜିଲ୍ଲା ସିଏମ ଟ୍ରଫି ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି । ମେ ୬ ଏବଂ ୭ ତାରିଖରେ...

ନୁଆଦିଲ୍ଲୀ: ଶପଥ ସମାରୋହରେ ମାଖନଲାଲଙ୍କ ପାଦ ଛୁଇଁଲେ ମୋଦି । ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହଯୋଗୀ ଥିଲେ ୯୮ ବର୍ଷୀୟ ମାଖନଲାଲ । ଆଜି ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ । କୋଲକାତା ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ଉତ୍ସବ ପାଳନ କରାଯିବ । ଶୁଭେନ୍ଦୁଙ୍କ ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି...

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି । ଶନିବାର ସକାଳ ୧୧ଟାରେ କୋଲକାତାର ପ୍ରସିଦ୍ଧ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପଦ ଓ ଗୋପନୀୟତାର...

ମୁମ୍ବାଇ କୋର୍ଟ ସ୍ନାତକୋତ୍ତର ଦନ୍ତ ଛାତ୍ରୀ ଆତ୍ମହତ୍ୟା ମାମଲାରେ ପ୍ରଫେସରଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ମୁମ୍ବାଇ: (୮ ମଇ) ଏସ୍ସି ଏବଂ ଏସ୍ଟି (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ଏକ ସ୍ୱତନ୍ତ୍ର କୋର୍ଟ ଜଣେ ୨୪ ବର୍ଷୀୟ ମାଷ୍ଟର ଅଫ୍ ଡେଣ୍ଟାଲ୍ ସର୍ଜରୀ (ଏମ୍ଡିଏସ୍) ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଜଣେ ୬୦ ବର୍ଷୀୟ ଡାକ୍ତରୀ ପ୍ରଫେସରଙ୍କୁ...

ଲକ୍ଷ୍ନୌରେ ନକଲି IPL ଟିକେଟ୍ ବିକ୍ରି କରିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରାଯାଇଛି; ଠକେଇ ପାଇଁ ChatGPT, ଡିଜାଇନ୍ ସଫ୍ଟୱେର୍ ବ୍ୟବହାର କରିଛି ଲକ୍ଷ୍ନୌ: (8 ମଇ) ଲକ୍ଷ୍ନୌର ଏକାନା ଷ୍ଟାଡିୟମ୍ ବାହାରେ ନକଲି IPL ଟିକେଟ୍ ତିଆରି କରି କ୍ରିକେଟ୍ ପ୍ରଶଂସକଙ୍କୁ ବିକ୍ରି କରିବା ପାଇଁ ChatGPT ଏବଂ ଗ୍ରାଫିକ୍ ଡିଜାଇନ୍ ସଫ୍ଟୱେର୍ ବ୍ୟବହାର...

କାଠୁଆରେ ୧୮ ବର୍ଷୀୟ ନାବାଳକର ହତ୍ୟା ଘଟଣାର ସମାଧାନ କଲେ ଜାମ୍ମୁ ପୋଲିସ, ଅଭିଯୁକ୍ତ ଗିରଫ ଜମ୍ମୁ: (୮ ମଇ) ଜମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାରେ ଜଣେ ୧୮ ବର୍ଷୀୟ ଯୁବକଙ୍କ ହତ୍ୟା ମାମଲାର ସମାଧାନ ପୋଲିସ ୨୪ ଘଣ୍ଟା ମଧ୍ୟରେ କରିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଛି, ଅଧିକାରୀମାନେ ଶୁକ୍ରବାର କହିଛନ୍ତି। ସେମାନେ କହିଛନ୍ତି...

ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଶନିବାର ୩୩୪ଟି ଅଣ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ ଦିଆଯାଇଛି। ୨୦୧୯ ପରଠାରୁ ଏହି ଦଳଗୁଡିକ କୌଣସି ନିର୍ବାଚନ ଲଢି ନାହାନ୍ତି। ଏପରିକି ଏହି ଦଳଗୁଡିକର ସ୍ଥାୟୀ କାର୍ଯ୍ୟାଳୟ ନଥିବା ଜଣାପଡିଛି। ଏହି ଦଳଗୁଡିକ ଇସି ତାଲିକାଭୁକ୍ତ ହୋଇଥିଲେ ସୁଦ୍ଧା ଇସିଙ୍କ ଦ୍ବାରା ପ୍ରଚଳିତ କୌଣସି ନିୟମ ପାଳନ କରୁନଥିବା...

ବିହାର ନିର୍ବାଚନକୁ ନେଇ ନିଇତି ନୂଆନୂଆ ଅପଡେଟ୍ ଆସୁଛି । ଖାସ୍ କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ନିର୍ବାଚନ ଲଢିବେ କି ନାହିଁ ସେନେଇ ସସ୍ପେନ୍ସ ଦେଖାଯାଉଥିବା ବେଳେ ଏବେ ସେ ନିର୍ବାଚନବ ଲଢିବେ ବୋଲି କୁହାଯାଉଛି । ହେଲେ କେଉଁ ଆସନରୁ ସେ ନିର୍ବାଚନ ଲଢିବେ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି...

ନୁଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗର ନିର୍ବାଚନ କମିଶନ ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏକ ସମ୍ପ୍ରତିକ ସାମ୍ବାଦିକ ସମ୍ମିଳନୀରେ ସେହି ପୁରୁଣା କଥାକୁ ଦୋହରାଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ, “୨୦୧୮ ମସିହାରେ ତତ୍କାଳୀନ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥ ଏହା...

ଗତ ଫେବୃୟାରୀ ମାସରେ ଲୋକ ସଭାରେ ଆଗତ ହୋଇଥିବା ଆୟକର ବିଲ୍ ୨୦୨୫ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର। ୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ ସରକାର ଏହାକୁ ଆଗତ କରିଥିଲେ। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଆୟକର ବିଲ୍କୁ ପ୍ରତ୍ୟାହାର କରିଛନ୍ତି। ଏହା ବଦଳରେ ଆଉ ଏକ ନୂଆ...

ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି। ମଙ୍ଗଳବାର ଅଧିବେଶନର ୧୨ତମ ଦିନ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଏପର୍ଯ୍ୟନ୍ତ ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତଥାପି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେଶନ ସିନ୍ଦୂର ଉପରେ ଦୁଇ ଦିନ ଧରି ଆଲୋଚନା ହୋଇଥିଲା। ବାକି ଦିନଗୁଡ଼ିକରେ, SIR ସମ୍ପର୍କରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା। ସୋମବାର ମଧ୍ୟ...

ଜମ୍ମୁ କାଶ୍ମୀର ପ୍ରଶାସନ ବୁଧବାର ଦିନ ୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ସରକାର କହିଛନ୍ତି ଯେ, ଏହି ପୁସ୍ତକଗୁଡ଼ିକ ମିଥ୍ୟା ଅପପ୍ରଚାର କରେ, ଯୁବପିଢ଼ିଙ୍କୁ ଉତ୍ତେଜିତ କରେ ଏବଂ ଆତଙ୍କବାଦଙ୍କ ମହିମାମଣ୍ଡନ କରେ। ଏଥିରେ ମୌଲାନା ମୌଦାଦି, ଅରୁନ୍ଧତୀ ରାୟ, ଏଜି ନୁରାନି, ଭିକ୍ଟୋରିଆ ସ୍କୋଫିଲ୍ଡ ଏବଂ ଡେଭିଡ୍...










All rights reserved. Designed by Inter Softech