
ନୁଆଦିଲ୍ଲୀ: ପଶ୍ଚିମବଙ୍ଗରେ ୯ ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ଦିବସରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି । ବେଙ୍ଗଲରେ ପ୍ରଥମଥର ନୂଆ ସରକାର ଗଠନ କରିବ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାକପୁରରେ ତାଙ୍କର...

ଭୁବନେଶ୍ୱର: ପଶ୍ଚିମ ବଙ୍ଗରେ ବିଜେପିର ବିପୁଳ ବିଜୟକୁ ନେଇ ମୁକେଶ ମହାଲିଙ୍ଗ ବଙ୍ଗ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଧନ୍ୟବାଦ ପଶ୍ଚିମ ବଙ୍ଗ ଲୋକଙ୍କୁ ଯିଏ ବିକାଶ, ନାରୀ ସଶକ୍ତିକରଣ ନାଁରେ ଭୋଟ ଦେଇଛନ୍ତି । ଓଡ଼ିଶାରୁ ବି ୮୦୦ କର୍ମୀ ପଶ୍ଚିମ ଯାଇଥିଲେ । ୨୫ ବିଧାୟକ, ମନ୍ତ୍ରୀ ବି ଯାଇଥିଲେ । ଯାହା ଭୋଟରଙ୍କୁ...

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ବିଜେପି ବିଧାୟକ ଦଳ ନେତା ଚୟନ ନେଇ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଶାହ ଓ ମୋହନଙ୍କୁ ଦାୟିତ୍ୱ ପ୍ରଦାନ କଲା ବିଜେପି ସଂସଦୀୟ ବୋର୍ଡ...

ବୟନିକାର ୭୦ତମ ପ୍ରତିଷ୍ଠା ଦିବସ ପାଳିତ ଢ଼େଙ୍କାନାଳ କୈବଲ୍ୟ ବଜାର ସ୍ଥିତ ବୟନିକାର ୭୦ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଯୋଗଦେଇ ଏହି ପ୍ରତିଷ୍ଠା ଦିବସ କୁ ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଆସିଷ୍ଟାଣ୍ଟ ଡାଇରେକ୍ଟର ଦାମୋଦର ବେହେରା, ପ୍ରଶାନ୍ତ...

୬୩ଜନ ଅଭିଯୋଗ ଶୁଣାଣି ରେ କାର୍ଯ୍ୟକାରୀ କେତେ…………? ଭଟଲି (ଅଭିମନ୍ୟୁ ପଧାନ ) : ଭଟଲି ପଞ୍ଚାୟତ ସମିତି ସଭାଗୃହରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନାଙ୍କ ଅନୁପସ୍ଥିତିରେ ଉପଜିଲାପାଳ ପ୍ରସନ୍ନ ପାଣ୍ଡେ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟ ଲୁହା...

ଭୁବନେଶ୍ବର: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ। ଆମ୍ବୁଲାନ୍ସର ସିକ୍ରେଟ୍ ଚାମ୍ବରରେ ଚାଲାଣ ବେଳେ ଧରିଲା ନୟାପଲ୍ଲୀ ଥାନା ପୋଲିସ। ଆମ୍ବୁଲାନ୍ସ ଜବତ ସହ ୨ ବେପାରୀଙ୍କୁ ଗିରଫ କରାଯାଇଛି।

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବେଳେ ଭାରତ ସୀମାରେ ୩ ଶତ୍ରୁ ଦେଶ ସହ ଲଢୁଥିଲା । ଭାରତୀୟ ସେନାର ଉପ-ମୁଖ୍ୟ ସେନା କର୍ମଚାରୀ (କ୍ଷମତା ବିକାଶ ଏବଂ ନିରନ୍ତରତା) ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର ସିଂହ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏଫଆଇସିସିଆଇ ଦ୍ୱାରା ଆୟୋଜିତ ‘ନ୍ୟୁ ଏଜ୍ ମିଲିଟାରୀ ଟେକ୍ନୋଲୋଜି’ କାର୍ଯ୍ୟକ୍ରମରେ ଭାରତ-ପାକିସ୍ତାନ ସୀମା ଉତ୍ତେଜନା ଏବଂ...

ନୂଆଦିଲ୍ଲୀ: ଶୁକ୍ରବାର ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅର୍ଡର ଅଫ୍ ଦି ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଏବଂ ଟୋବାଗୋ’ ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଞ୍ଚଟି ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାରିବିଆଈ ଦ୍ୱୀପ ରାଷ୍ଟ୍ରକୁ ଦୁଇ ଦିନିଆ ଗସ୍ତରେ ଥିବା ମୋଦିଙ୍କୁ ତାଙ୍କର ବିଶ୍ୱସ୍ତରୀୟ ନେତୃତ୍ୱ, ଭାରତୀୟ...

ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଲୁକ୍ ଆଜି ଲଞ୍ଚ ହୋଇଛି। ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ପରି ଷ୍ଟାରଙ୍କ ଅଭିନୀତ ଏହି ମେଗା ଫିଲ୍ମର ପ୍ରୋମୋ ଦେଶର ୯ଟି ବଡ଼ ସହରରେ ଏକକାଳୀନ ପ୍ରଦର୍ଶିତ ହୋଇଥିଲା। ଫିଲ୍ମର ପ୍ରଥମ ଲୁକ୍ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, କୋଲକାତା,...

ନୂଆଦିଲ୍ଲୀ: ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିସେସରଙ୍କୁ ମହାକୁମ୍ଭ ଏବଂ ସରୟୁ ନଦୀର ସଙ୍ଗମର ପବିତ୍ର ଜଳ ପ୍ରଦାନ କରିଛନ୍ତି । ସେ ତାଙ୍କୁ ଶ୍ରୀରାମ ମନ୍ଦିରର ଏକ ପ୍ରତିକୃତି ମଧ୍ୟ ପ୍ରଦାନ କରି ଅଯୋଧ୍ୟା ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ।...

ଭାରତ ଆସିବ ପାକିସ୍ତାନ ହକି ଟିମ୍ । ଏସିଆ କପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ । ଖେଳ ମନ୍ତ୍ରାଳାୟ ତରଫରୁ ଏନେଇ ସୂଚନା ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରେ ଏବେ ହକି ଖେଳକୁ ଗ୍ରୀନ ସିଗନାଲ ମିଳିଛି । ଅଗଷ୍ଟ ୨୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ହକି ।...

ନୁଆଦିଲ୍ଲୀ: ଦିଲ୍ଲୀର ଲାଜପତ ନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଏବଂ ତାଙ୍କ ନାବାଳକ ପୁଅକୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ବୁଧବାର ସକାଳେ ବନ୍ଦ ଘରୁ ଉଭୟଙ୍କ ମୃତଦେହ ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଡବଲ୍ ମର୍ଡର ଘଟଣା ଘଟିଥିବା ସୂଚନା ମିଳିଛି...



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-10-scaled.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-10-scaled.jpg)

All rights reserved. Designed by Inter Softech