
କେନ୍ଦୁଝରଜିଲ୍ଲା ପାଇଁ ଗୌରବ ଆଣିଲେ ବଡ଼ବିଲ ପୌରାଞ୍ଚଳର ଖେଳାଳି କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଲେ ବଡ଼ବିଲ ପୌରାଞ୍ଚଳ ଅଞ୍ଚଳର ତାଇକୋଣ୍ଡ ଖେଳାଳି। କଟକ ଠାରେ ଉଦଯାପିତ ହୋଇଯାଇଥିବା ଆନ୍ତରାଜ୍ୟ ଟାଇକୋଣ୍ଡ ପ୍ରତିଯୋଗିତା , ସେହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବଡ଼ବିଲ ପୌରାଞ୍ଚଳ ଖେଳାଳିଙ୍କୁ ମିଳିଛି ଅପୂର୍ବ ସଫଳତା, ଉକ୍ତ ପ୍ରତିଯୋଗିତାରେ କେନ୍ଦୁଝର ଜିଲ୍ଲା କୁ ପ୍ରତିନିଧିତ୍ଵ...

ଖବର ଶିରୋନାମା: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ: ଆଧୁନିକ ଓଡ଼ିଶାର ନିର୍ମାତାଙ୍କୁ ସମଗ୍ର ଜାତିର ବିନମ୍ର ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର, ୨୮ ଏପ୍ରିଲ: ଆଜି ହେଉଛି ମହାନ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା ତଥା ଓଡ଼ିଆ ଜାତିର ତ୍ରାଣକର୍ତ୍ତା ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ। ଏହି ଅବସରରେ ସମଗ୍ର ରାଜ୍ୟବାସୀ ଓଡ଼ିଶାର...

ସୁନ୍ଦରଗଡ଼: ଜନଗଣନା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ରୁ ଆସିଛି। ଜନଗଣନା କାମ କରୁଥିବା ସମୟରେ ଅଂଶୁଘାତ ଯୋଗୁଁଁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୨୫ ତାରିଖରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଶିକ୍ଷକ...

ଭୁବନେଶ୍ୱର: ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱାଧୀନତାର ସାତ ଦଶନ୍ଧୀ ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ “ନାରୀଶକ୍ତି ବନ୍ଦନ ଅଧିନିୟମ” ଆଣିଥିଲେ। ଏହି ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା। ରାଜନୀତିିିିିିିିିିିିିିିିିିିି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା। ମାତ୍ର କଂଗ୍ରେସ ନେତୃତ୍ୱାଧୀନ...

ଢେଙ୍କାନାଳ: ଢେଙ୍କାନାଳ ଜିଲା କାମାକ୍ଷାନଗର ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ଅର୍ଥ ପ୍ରାପ୍ୟ ପାଇ ନ ଥିବାରୁ ସମ୍ପୃକ୍ତ ଠିକା ସଂସ୍ଥା ଅର୍ଥ ପାଇଁ କୋଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟର ନିର୍ଦ୍ଦେଶ ମୁତାବକ ସୋମବାର ଢେଙ୍କାନାଳ ଜିଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ...

ଗଣତନ୍ତ୍ର ଦିବସ ୨୦୨୭ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର-୨୦୨୭ ପାଇଁ ନାମାଙ୍କନ ଓ ସୁପାରିଶ ପ୍ରକ୍ରିୟା ୧୫ ମାର୍ଚ୍ଚ ୨୦୨୬ରୁ ଆରମ୍ଭ ହୋଇଛି। ଏହି ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ ୨୦୨୬ ଧାର୍ଯ୍ୟ କରାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ କେବଳ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in) ମାଧ୍ୟମରେ ଅନଲାଇନ୍ ଭାବେ ନାମାଙ୍କନ...

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଜବଲପୁରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଉପସ୍ଥିତ ଜବଲପୁର ଅର୍ଡନାନ୍ସ ଫ୍ୟାକ୍ଟ୍ରିର ସମସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। କାରଖାନାର ପିଆରଓ ଏହି ସୂଚନା ଦେଇଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଜବଲପୁର ଅର୍ଡନାନ୍ସ ଫ୍ୟାକ୍ଟ୍ରି ଭାରତୀୟ ସେନା ପାଇଁ ଗୋଳାବାରୁଦ...

ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ (UBI) ସ୍ପେଶାଲିଷ୍ଟ ଅଫିସର (SO) ପଦବୀ ଅଧୀନରେ ଆସିଷ୍ଟାଣ୍ଟ ମ୍ୟାନେଜର ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ମୋଟ ୫୦୦ ପଦବୀ ପୂରଣ କରାଯିବ, ଯେଉଁଥିରୁ ୨୫୦ ପଦବୀ ଆସିଷ୍ଟାଣ୍ଟ ମ୍ୟାନେଜର (କ୍ରେଡିଟ) ଏବଂ ୨୫୦ ପଦବୀ ଆସିଷ୍ଟାଣ୍ଟ ମ୍ୟାନେଜର (ଆଇଟି) ପାଇଁ ବ୍ୟବସ୍ଥା କରାଯାଇଛି । ଇଚ୍ଛୁକ ଓ...

ଉତ୍ତରପ୍ରଦେଶର ବାରାଣାସୀ ନିବାସୀ ପଦ୍ମଶ୍ରୀ ବାବା ଶିବାନନ୍ଦ ମହାରାଜଙ୍କ ଦେହାନ୍ତ ହୋଇଛି। ବାରାଣସୀର ସାର୍ ସୁନ୍ଦର ଲାଲ ହସ୍ପିଟାଲରେ ଚିକିତ୍ସା ସମୟରେ ଶନିବାର, ମେ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ବାବା ଶିବାନନ୍ଦଙ୍କ ବୟସ ୧୨୯ ବର୍ଷ ବୋଲି କୁହାଯାଏ, ସେ ବାରାଣସୀର କବୀର ନଗରର ବାସିନ୍ଦା ଥିଲେ। ସେ ତାଙ୍କର ଯୋଗ ଏବଂ ଦୈନନ୍ଦିନ...

ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ବାଚନ ଆୟୋଗ ପକ୍ଷରୁ ଏକ ନୂଆ ଡିଜିଟାଲ ପ୍ଲାଟଫର୍ମ ଜାରି କରାଯାଇଛି, ଯେଉଁଥିରେ ନିର୍ବାଚନ ସହ ଜଭିତ ସମସ୍ତ ଡାଟା ଗୋଟିଏ ସ୍ଥାନରେ ମିଳିବ। ନିର୍ବାଚନ ଆୟୋଗର ଏହି ପଦକ୍ଷେପରେ କୋଟି କୋଟି ଭୋଟର୍ସ, ନିର୍ବାଚନ ଅଧିକାରୀ ଏବଂ ଭିନ୍ନ ଭିନ୍ନ ନିର୍ବାଚନ ଦଳର...

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ତାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଚାଲିଛି। ପାକିସ୍ତାନକୁ ଦଣ୍ଡ ଦେବା ପାଇଁ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର କିଛି ଦିନ ପରେ, ଭାରତ ପୁଣି ଚେନାବ ନଦୀର ବାଗଲିହାର ଡ୍ୟାମ୍ ଦେଇ ଜଳ ପ୍ରବାହ ବନ୍ଦ କରିଛି। ଝେଲମ ନଦୀର କିଶନଗଙ୍ଗା ଡ୍ୟାମରେ ସମାନ ପଦକ୍ଷେପ ନେବା ପାଇଁ...

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ । ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଖାଦେଇଥିବା ଜନଭାବନାକୁ ଉଲ୍ଲେଖ କରି ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ,...






All rights reserved. Designed by Inter Softech