
ଅନୁଗୋଳ – ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୋଟ୍ ୯୩ ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଜେରା କରାଯିବ । ମୋଟ ୪୯ ଜଣ କର୍ମଚାରୀଙ୍କୁ ପଚରାଉଚରା କରୁଥିବାବେଳେ, ଆସନ୍ତାକାଲି ଅନ୍ୟ କର୍ମଚାରୀଙ୍କୁ ଜେରା କରିବ ଭିଜିଲାନ୍ସ । କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ...

ପୁରୀ: ଶ୍ରୀମନ୍ଦିର ରୋଷ ଘରକୁ ବେଆଇନ ଭାବେ ବନସ୍ପତି କମ୍ପାନୀର ନକଲି ଘିଅ ନେବା ବେଳେ ଶ୍ରୀମନ୍ଦିର ପ୍ରଶାସନ ୩୦ ପ୍ୟାକେଟ୍ ଘିଅ ଜବତ କରିଛି। ମହାପ୍ରସାଦ ପ୍ରସ୍ତୁତିରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ କଟକଣା ଥିବା ବେଳେ ନିୟମ ଉଲ୍ଲଂଘନ କରି ଅନ୍ୟ ବ୍ରାଣ୍ଡର ଘିଅ ନିଆଯାଉଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଆଜି ରୋଷ ଘରକୁ...

ଭୂବନେଶ୍ୱର: ଉପବାଚସ୍ପତିଙ୍କ ଜାଲ ଦସ୍ତଖତରେ ବଦଳି ଷଡଯନ୍ତ୍ରରେ ଯନ୍ତ୍ରୀ ଗିରଫ । ହରିଚନ୍ଦନପୁର ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଲେ ଏସିପି ଜୋନ- ୧ । ବାଂଶପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ମନାଲିସା ବେହେରାଙ୍କୁ ଖୋଜୁଛି ପୋଲିସ । ନକଲି ଲେଟରପ୍ୟାଡ ଓ ଜାଲ ଦସ୍ତଖତରେ ଦୁହେଁ...

ସମ୍ବଲପୁର: ଆସନ୍ତା ୨୦ରେ ସମ୍ବଲପୁରରେ ସରକାରୀ ଛୁଟି । ପ୍ରସିଦ୍ଧ ଶୀତଳ ଷଷ୍ଠୀ ପାଇଁ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି । ଏହା ସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ଛୁଟି କରାଯାଇଛି । ଉତ୍ତରାଞ୍ଚଳ ଆରଡିସିଙ୍କ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଛୁଟି ଘୋଷଣା କରାଯାଇଛି ।

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ...

149 ନମ୍ବର ଜାତୀୟ ରାଜପଥ ଅବରୋଦ୍ଧ କଲେ ସୀପୁର ଗ୍ରାମ ବାସି, ଅନଗୁଳ ଜିଲ୍ଲା କଣିହାଁ ବ୍ଲକ କର୍ଣ୍ଣପାଳ ପଂଚାୟତ ଶିପୁର ଗ୍ରାମ ମଧ୍ୟସ୍ଥଳୀରେ ନିର୍ମାଣ ହେବାକୁ ଥିବା ଜୈବ ଚିକିତ୍ସା ଓ ବର୍ଜ୍ୟବସ୍ତୁ ଚିକିତ୍ସା ସୁବିଧା ପ୍ଲାଣ୍ଟକୁ ବନ୍ଦ କରିବା ନିମନ୍ତେ ଆଜି 149 ନମ୍ବର ଜାତୀୟ ରାଜପଥ ସରଧାପୁର ଛକ ଓ ଶିପୁର ବର...

ନୁଆଦିଲ୍ଲୀ: ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରାଯାଇଛି। ଯାହା ଫଳରେ ସେ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ପଥ ପରିଷ୍କାର କରିଛନ୍ତି। କୋଲକାତାରେ ବିଜେପିର ନବନିର୍ବାଚିତ ବିଧାୟକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ଘୋଷଣା କରାଯାଇଛି, ଯେଉଁଥିରେ କେନ୍ଦ୍ର...

ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବରେ ରଙ୍ଗାସାମୀଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କଲେ ନୂଆଦିଲ୍ଲୀ: (୮ ମଇ) ଶୁକ୍ରବାର ଜାରି ହୋଇଥିବା ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାକୁ ମେ ୭ ତାରିଖରୁ ଗ୍ରହଣ କରିଛନ୍ତି। “ରାଷ୍ଟ୍ରପତି ୭.୦୫.୨୦୨୬ ଠାରୁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଶ୍ରୀ...

ନୁଆଦିଲ୍ଲୀ : କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ଏବଂ ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଦିଲ୍ଲୀର ବାସେଇଦାରପୁର ସ୍ଥିତ ଇଏସଆଇସି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୪୦ ବର୍ଷ ଏବଂ ଅଧିକ ବୟସର ସମସ୍ତ ଶ୍ରମିକଙ୍କ ପାଇଁ ଏକ ଦେଶବ୍ୟାପୀ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦେଶର କର୍ମଶକ୍ତି...

ସମାଧାନ ସମାରୋହ-୨୦୨୬ରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ । ଅନୁଗୋଳ,ତା.୦୭.୦୫:- ସହଭାଗୀ ନ୍ୟାୟ ଏବଂ ଲୋକଙ୍କ ନିକଟରେ ନ୍ୟାୟିକ ସେବା ପରିକଳ୍ପନାକୁ ଆଗକୁ ବଢାଇବା ପାଇଁ ଦେଶବ୍ୟାପି ମଧ୍ୟସ୍ଥତା ଭିଭିକ ବିଚାର ଏବଂ ବିବାଦର ସଦଭାବନାପୂର୍ଣ୍ଣ । ସମାଧାନ ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ୨୧,୨୨ ଏବଂ ୨୩ ଅଗଷ୍ଟ ୨୦୨୬ ରେ ଏକ ବିଶେଷ ଲୋକ...

ନୁଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତରେ ଅବସ୍ଥାପିତ ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତ ମାରିସା ଗେରାର୍ଡସଙ୍କୁ ଭେଟି ଉଭୟ ଦେଶ ମଧ୍ୟରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସହଯୋଗର ନୂତନ ଦିଗ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ଶିକ୍ଷାଗତ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଚର୍ଚ୍ଚା...

ପଶ୍ଚିମବଙ୍ଗ ବିଧାନସଭା ଭାଙ୍ଗିଲା ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ-ମେ ୭ରୁ ବିଧାନସଭା ଭଙ୍ଗ ନେଇ ନିର୍ଦ୍ଦେଶନାମା-ମମତା ଇସ୍ତଫା ନ ଦେବାରୁ ସାମ୍ବିଧାନିକ ବ୍ୟବସ୍ଥାରେ ଭାଙ୍ଗିଦେଲେ-ମୁଁ ଇସ୍ତଫା ଦେବିନି, ମୋତେ ବହିଷ୍କାର କରନ୍ତୁ କହିଥିଲେ ମମତା

ଭୁବନେଶ୍ଵର: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ଉପନିର୍ବାଚନ ପାଇଁ ପୂର୍ବରୁ ବିଜେପି ଆଉ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି। ସ୍ନେହାଙ୍ଗିନୀ ଛୁରିଆଙ୍କୁ ନବୀନ ପଟ୍ଟନାୟକ...

ନୁଆପଡ଼ା ଉପନିର୍ବାଚନରେ ୮ଟି ବୁଥ୍ରେ ବ୍ୟବହାର ହେବ ହେଲିକପ୍ଟର । ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ୮ଟି ବୁଥ୍ରେ ବ୍ୟବହାର ହେବ ହେଲିକପ୍ଟର। ଲୋକଙ୍କୁ ନେବା ଆଣିବା ପାଇଁ ବ୍ୟବହାର ହେବ କହିଲେ CEO। ୧୪ କମ୍ପାନୀ CAPF ମଧ୍ୟ ଉପନିର୍ବାଚନ ପାଇଁ ଆସିବେ।ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଏଥିସହିତ...

ଭୁବନେଶ୍ୱର : ନବୀନଙ୍କୁ ଭେଟିଲେ ଅପରାଜିତା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ତାଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।ଅପରାଜିତା କହିଛନ୍ତି, ନବୀନଙ୍କୁ ଭେଟି ବହୁତ ଖୁସି ଲାଗିଲା । ସେ ଅତୀତର ଅନେକ ଘଟଣାକୁ ଅତି ଆଗ୍ରହର ସହ...

ବିଜେଡି ପକ୍ଷରୁ ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରାଯାଇଛି। ଏଥିରେ ଜଣେ ଉପସଭାପତି, ୨ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୫ ଜଣ ସାଧାରଣ ସମ୍ପାଦକ ଏବଂ ୩ ଜଣ ସମ୍ପାଦକଙ୍କୁ ମିଶାଇ ମୋଟ୍ ୧୧ ଜଣ ନେତାଙ୍କୁ ନିଯୁକ୍ତି ମିଳିଛି। ବରିଷ୍ଠ ନେତା ଚିରଞ୍ଜୀବୀ ବିଶ୍ୱାଳଙ୍କୁ ଉପସଭାପତି, ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଗଣେଶ୍ୱର ବେହେରାଙ୍କୁ ବରିଷ୍ଠ ସାଧାରଣ...

📰 ନୂଆପଡ଼ା ଉପନିର୍ବାଚନ ନେଇ ଆଜି ବିଜେପିର ବୈଠକ — ପ୍ରାର୍ଥୀ ଘୋଷଣା ଶୀଘ୍ର ଭୁବନେଶ୍ୱର, ୮/୯ ଅକ୍ଟୋବର (ଜାଗ୍ରତ ଭାରତ ନ୍ୟୁଜ୍):ନୂଆପଡ଼ା ଉନିର୍ବାଚନକୁ ନେଇ ଓଡିଶା ବିଜେପି ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଅୟୋଜନ କରିଛି। ଏହି ବୈଠକରେ ପ୍ରାର୍ଥୀ ଚୟନ, ରଣନୀତି ଏବଂ ସ୍ଥାନୀୟ ଅସନ୍ତୋଷ ନେଇ ଦଳୀୟ ମନ୍ତ୍ରଣା ହେବ। ଦଳର ଉଚ୍ଚ ନେତାମାନେ...

ବିଗିଡ଼ିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ାଙ୍କ ସ୍ୱାସ୍ଥ୍ୟାବସ୍ଥା । ସଂକ୍ରମଣ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ମଣିପାଳ ହସ୍ପିଟାଲ ଏକ ବିବୃତ୍ତିରେ କହିଛି ଯେ, “ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡାଙ୍କୁ ସଂକ୍ରମଣ ଯୋଗୁଁ ପୁରୁଣା ବିମାନବନ୍ଦର ରୋଡ୍ ସ୍ଥିତ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ଏବଂ ଡାକ୍ତରୀ...








All rights reserved. Designed by Inter Softech