
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବିପଦପୂର୍ଣ୍ଣ ମୋଡ଼ ନେଇଛି କାରଣ ଗୋଟିଏ ଦିନରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି। ଏହା ସଂଘର୍ଷ ଆରମ୍ଭ ହେବା ପରଠାରୁ ଇରାନ ସୀମା ଭିତରେ ଆମେରିକୀୟ ବିମାନର ପ୍ରଥମ ନିଶ୍ଚିତ କ୍ଷତି। ଖସାଇ ଦିଆଯାଇଥିବା ବିମାନଗୁଡ଼ିକ ମଧ୍ୟରୁ ଗୋଟିଏ, ଏକ F-15E...

ଶୁକ୍ରବାର ରାତିରେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୁମିକମ୍ପ ଅନୁଭୂତ ହୋଇଛି । ପାକିସ୍ତାନ ପାଣିପାଗ ବିଭାଗ ରିପୋର୍ଟ କରିିଛି ଯେ, ଦେଶର ବିଭିନ୍ନ ସ୍ଥାନରେ ୬.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୁମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୯୦ କିଲୋମିଟର ଗଭୀରତାରେ ଥିଲା । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ...

ଭୁବନେଶ୍ବର: ପୁରୀ ଜଗନ୍ନାଥ ବିମାନ ବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି। ପୁରୀ ଠାରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ୍ -୧ ଅନୁମୋଦନ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୁରୀ ଜଙ୍ଗଲ ବିଭାଗରେ ୨୭.୮୮୭ ହେକ୍ଟର ଜମି ଯୋଗାଇ ଦିଆଯିବ।

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ସପ୍ତମ ଭାରତୀୟ ପତାକା ଲାଗିଥିବା ଏଲ୍ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି ହର୍ମୁଜ୍ ପ୍ରଣାଳୀ ପାର କରିବାରେ ସଫଳ ହୋଇଛି। ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଛଅଟି ଏଲପିଜି ପରିବହନକାରୀ ଜାହାଜ ହର୍ମୁଜ୍ ପ୍ରଣାଳୀ ପାର ହୋଇ ଭାରତୀୟ ବନ୍ଦରରେ ପହଞ୍ଚିଛନ୍ତି। ଏବେ ସପ୍ତମ ଟ୍ୟାଙ୍କର୍ ମଧ୍ୟ ହମୁର୍ଜ୍ ପାର ହୋଇ...

ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ସାରଡାଙ୍ଗ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଜଣ ଆହତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି। ସୂଚନାନୁଯାୟୀ, ମନୋରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ତିନି ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ...

ଭୁବନେଶ୍ୱର- ଖୁବ ଶୀଘ୍ର ପୂରଣ ହେବ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦବୀ । ଏନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ବିଶ୍ୱବିଦ୍ୟାଳୟରେ ୧୪ ଶହ ଖାଲି ପଦବୀ ବି ପୂରଣ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । କୁଳପତି ନିଯୁକ୍ତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି ।ବିଶ୍ୱବିଦ୍ୟାଳୟରେ ୧୪ ଶହ ଖାଲି...
ବିଜେପିକୁ ଧକ୍କା: ଗୋଆର ରାଜଘ ସରକାରଙ୍କ ଠାରୁ GFPର ସମର୍ଥନ ପ୍ରତ୍ୟାହାର ଜେ ବି ଏନ, ୧୪/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗୋଆ ବିରୋଧୀ ନୀତି ଆପଣାଇଥିବା ଅଭିଯୋଗ କରି ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ନିଜର ସମର୍ଥନ ପ୍ରତ୍ୟାହାର କରିନେଇଛି। 40 ସଦସ୍ୟ ବିଶିଷ୍ଟ...
ମହାରାଷ୍ଟ୍ର: ଗୋଟିଏ ସପ୍ତାହରେ ମୁମ୍ବାଇରେ 279 ପୋଲିସ୍ କରୋନା ସଂକ୍ରମିତ, 101 ଜଣଙ୍କର ମୃତ୍ୟୁ ଘଟିଛି ଜେ ବି ଏନ, ୧୪/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ମୁମ୍ବାଇ : ମହାରାଷ୍ଟ୍ରର କରୋନାର ଦ୍ୱିତୀୟ ତରଙ୍ଗ ପୁଣି ଥରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ଘେରିଛି। ମୁମ୍ବାଇରେ 279 ପୋଲିସ ଏକ ସପ୍ତାହ ମଧ୍ୟରେ...
ମହାରାଷ୍ଟ୍ରରେ ଅଣାୟତ୍ତ କରୋନା ଜେ ବି ଏନ, ୧୩/୦୪ /୨୦୨୧, ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି, ମୁମ୍ବାଇ : ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରେରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେଲେ...
ଶ୍ରୀ ସୁଶୀଲ ଚନ୍ଦ୍ର ଭାରତର 24 ତମ ସିଇସି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ECI ଶ୍ରୀ ସୁନୀଲ ଆରୋରା ଙ୍କ ଦାୟିତ୍ଵ ରୁ ବିଦାୟ ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଶ୍ରୀ ସୁଶୀଲ ଚନ୍ଦ୍ର ଆଜି ଭାରତର 24 ତମ ମୁଖ୍ୟ...
ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗାନ୍ଧୀ ମୁର୍ତ୍ତୀ ନିକଟରେ ଧାରଣାରେ ବସିଛନ୍ତି l ସୂଚନା ମୁତାବକ ଭାରତୀୟ ନିର୍ବାଚନ କମିସନ୍ ଆଗାମୀ ୨୪ ଘଣ୍ଟା ମଧ୍ୟରେ କୌଣସି ନିର୍ବାଚନୀ କ୍ୟାମ୍ପେନ କରି ପାରିବେ...
14 ଏପ୍ରିଲରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟିର 95 ତମ ବାର୍ଷିକ ବୈଠକ ଏବଂ କୁଳପତିଙ୍କ ଜାତୀୟ ସେମିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ କିଶୋର ମାକୱାନାଙ୍କ ଦ୍ୱାରା ଲିଖିତ ଡକ୍ଟର ବିଆର ଆମ୍ବେଦକରଙ୍କ ଉପରେ ପୁସ୍ତକ ପ୍ରକାଶ କରିବେ ପ୍ରଧାନମନ୍ତ୍ରୀ ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ...







All rights reserved. Designed by Inter Softech