
କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ। ନିୟମିତ କର୍ମଚାରୀ ଲେଭଲ୍-ଭି (ଏ) ଦରମା ପିଛିଲା ଭାବେ ଅର୍ଥାତ୍ ଗତ ଜାନୁଆରୀ ୧ରୁ ପାଇବେ। ସେହିପରି ଚାକିରିରେ ଯୋଗଦେବା ଦିନରୁ ସେମାନଙ୍କୁ ନିୟମିତ ଭାବେ...

ଆମେରିକା ସେନା ପକ୍ଷରୁ ଇରାନର ରାଜଧାନୀ ତେହେରାନ ନିକଟବର୍ତ୍ତୀ କରାଜ ସହରରେ ଥିବା ଏକ ନିର୍ମାଣାଧୀନ ଏକ ବୃହତ୍ ସେତୁ (ବି୧)କୁ ଧ୍ବଂସ କରାଯାଇଛି। ଉକ୍ତ ସେତୁ ତେହେରାନ ଓ କରାଜ୍ ସହରକୁ ସଂଯୋଗ କରୁଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧ୍ବଂସ ପାଇଥିବା ଉକ୍ତ ପୋଲର ଫଟୋ ଓ ଭିଡିଓକୁ ନିଜର ‘ଟ୍ରୁଥ୍ ସୋସିଆଲ’ ଆକାଉଣ୍ଟରେ...

ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଶନିବାର ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଥିପାଇଁ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖଡି ଛୁଆଁଇଛନ୍ତି। କୁନି କୁନି ପିଲାଙ୍କ ସହ ଭାବ ବିନିମୟ ପରେ ଖଡି ଛୁଆଁଇଲେ। ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ...

ୱାଶିଂଟନ୍, ୪|୪ : ଆମେରିକା ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି | ବିଦେଶୀ କମ୍ପାନୀର ଔଷଧ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ତେବେ ଯେଉଁ ଫାର୍ମା କମ୍ପାନୀ ଗୁଡିକ ଆମେରିକା...

ଅବକାରୀ ବିଭାଗରୁ ୩.୬୭ କୋଟି ଟଙ୍କା ଆତ୍ମସାତ୍! ନଗଦ ୨୩ ଲକ୍ଷ ୪୬ ହଜାର ୫୦୦ ଟଙ୍କା ଜବତ ସମ୍ବଲପୁର, ୪|୪: ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରୁ ୩.୬୭ କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୩.୪୬ ଲକ୍ଷ ଟଙ୍କା ନଗଦ ଜବତ କରିଛି ପୋଲିସ...

କେନାଢ଼ିପା ରେ ଆୟୋଜିତ ହେବ ମେଗା ସ୍ୱାସ୍ଥ୍ୟ ଶିବିର। ଜମନକିରା ବ୍ଲକ୍ ଅନ୍ତର୍ଗତ କେନାଢ଼ିପା ପଞ୍ଚାୟତ ରେ ଆସନ୍ତା ତା ୦୫/୦୪/୨୦୨୬ ରବିବାର ଦିନ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଯାଉଛି। ସକାଳ ୯ ଟା ରୁ ଏହି ପଞ୍ଚାୟତ ଅଫିସ୍ ରେ ଶିବିର ଆରମ୍ଭ ହୋଇଯିବ। ମେଡିସିନ ବିଶେଷଜ୍ଞ (କିଡନୀ, ମଧୁମେହ/ସୁଗର୍, ବ୍ଲୁଡପ୍ରେଶର),...
ଜଲିଆନୱାଲା ବାଗ ହତ୍ୟାକାଣ୍ଡରେ ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଜାଲିଆନୱାଲା ବାଗ ହତ୍ୟାକାଣ୍ଡରେ ସହିଦ ହୋଇଥିବା ଲୋକ ମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। Prime Minister Shri @narendramodi pays tribute to...
ଆସନ୍ତା ଦିନ ମଧ୍ୟରେ ବଜ୍ରପାତ, ବଜ୍ରପାତ ଏବଂ ପ୍ରବଳ ପବନ ସହିତ ଦକ୍ଷିଣ-ପଶ୍ଚିମ ଦ୍ୱୀପପୁଞ୍ଜ ଭାରତରେ ସ୍ପୋରଡିକ୍ ଠାରୁ ବହୁ ବ୍ୟାପକ ବୃଷ୍ଟିପାତର ଆକଳନ; ଏପ୍ରିଲ 14 ଏବଂ 16 ମଧ୍ୟରେ ତାମିଲନାଡୁ ଏବଂ କେରଳ ଏବଂ ମେହେ ଏବଂ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର ଦକ୍ଷିଣ ଏବଂ ଘାଟ ଅଞ୍ଚଳରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳ...
ଟିକା ଉତ୍ସବର ପ୍ରଥମ ଦିନରେ ପ୍ରାୟ ୩୦ ଲକ୍ଷ ଟିକା ନେଇଥିବା ବେଳେ ମୋଟ ଟିକାକରଣ ୧୦ କୋଟି ୪୫ ଲକ୍ଷରେ ପହଞ୍ଚିଛି ଦୈନିକ ନୂଆ ମାମଲାର ୮୧% ଆସିଛନ୍ତି ୧୦ ରାଜ୍ୟରୁ ମୋଟ ସକ୍ରିୟ କରୋନା ମାମଲାର ୭୦.୧୬% ଅଛନ୍ତି ପାଞ୍ଚ ରାଜ୍ୟରେ ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ,...
ରାଷ୍ଟ୍ରପତି ଶ୍ରୀ ସୁଶୀଲ ଚନ୍ଦ୍ରଙ୍କୁ ଭାରତର ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରିଛନ୍ତି ଜେ ବି ଏନ, ୧୨/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ରାଷ୍ଟ୍ରପତି ଶ୍ରୀ ସୁଶୀଲ ଚନ୍ଦ୍ରଙ୍କୁ ଭାରତର ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ବରିଷ୍ଠତା ଆଧାରରେ ଶ୍ରୀ ସୁଶୀଲ...
ରାହୁଲ ଗାନ୍ଧୀ କହିଲେ – ‘ଇଭେଣ୍ଟ ମ୍ୟାନେଜମେଣ୍ଟ’ ବଦଳରେ ଟିକା ପ୍ରଦାନ କରାନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଜେ ବି ଏନ, ୧୨/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ଚାଲିଛି | ଏଥି ସହିତ ଅନେକ ରାଜ୍ୟରେ ଟିକା ଅଭାବରୁ ଅଭିଯୋଗ ଆସିଛି, ତେବେ ଅନେକ ଡାକ୍ତରଖାନାରେ ଶଯ୍ୟା...
ସୁପ୍ରିମକୋର୍ଟ ରେ ପଶିଲା କରୋନା ଜେ ବି ଏନ, ୧୨/୦୪/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି ମହାମାରୀ କରୋନା। ସରକାରୀ, ବେସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ପରେ ଏବେ ସୁପ୍ରିମକୋର୍ଟରେ କରୋନା କାୟା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ପ୍ରାୟତଃ ୫୦ ପ୍ରତିଶତ କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତ...







All rights reserved. Designed by Inter Softech