
ତାଳଚେର ବଡ଼ଯୋରଡା ଗ୍ରାମରେ ମା’ ଗ୍ରାମେଶ୍ୱରୀ ମନ୍ଦିରର ନୂତନ ପ୍ରତିଷ୍ଠା ମହୋତ୍ସବ ତାଳଚେର, ୨୩/୦୩ ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡା ଗ୍ରାମରେ ଅବସ୍ଥିତ ଇଷ୍ଟଦେବୀ ମା’ ଗ୍ରାମେଶ୍ୱରୀ ମନ୍ଦିରର ନୂତନ ପ୍ରତିଷ୍ଠା ମହୋତ୍ସବ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଛି। ଏହି ପବିତ୍ର ଅବସରରେ ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।...

ଗାଡ଼ି ଚକାତଳେ ଚାଲିଗଲା ଜୀବନ ! ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲଥାନା ହରିହରପୁର ପଂଚାୟତ ବି କୋଲନୀ ରାସ୍ତାରେ ଏକ କୋଇଲା ବୁଝେଇ ଟ୍ରକରେ ଧକା ହୋଈ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି ! ଯୁବକ ଙ୍କ ଘର ଟେଣ୍ଟେଇବେରଣି ଗ୍ରାମର ସୁମନ୍ତ ଭୁତିଆ ବୋଲି ଜଣାପଡିଛି ସେ ntpc ରେଲୱ ଲାଇନ ବି...

ତାଳଚେର, ୨୩/୦୩ ତାଳଚେର ବ୍ଲକ ସ୍କଟଲାଣ୍ଡପୁର ଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡ. ଆହ୍ଲାଦ ସିଂ ସଭାପତିତ୍ୱ କରିଥିବାବେଳେ ସଂପାଦକ କନ୍ଦର୍ପ ସାହୁ ସଭା ପରିଚାଳନା କରିଥିଲେ । ପ୍ରତ୍ୟେକ ସଭ୍ୟ ପରିଚୟ ପ୍ରଦାନ ପରେ ଶିକ୍ଷୟିତ୍ରୀ ଧୀରା ଦାସ ଆଧ୍ୟାତ୍ମିକ ଦର୍ଶନ ଓ ଚିନ୍ତନ ଉପରେ...

ସୋନାଲିକେୟାର ଫାଉଣ୍ଡେସନ ପକ୍ଷରୁ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ। ରକ୍ତଦାନ ଏକ ମହତଦାନ । କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲଥାନା ଅନ୍ତର୍ଗତ ବଡ଼ବିଲ ପୌରାଞ୍ଚଳ ରେ ଥିବା ବିକାସମହଲ ପ୍ରାଙ୍ଗଣରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୋନାଲିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅୟୋଜନ କରାଯାଇଥିଲା। ବିଗତ ୧୭/୧୧/୨୫ ତାରିଖରେ...

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି କନ୍ଧମାଳ, ତା, ୨୩/୦୩:(ସୁଶୀଳ କୁମାର ପାଣିଗ୍ରାହୀ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ଗୋଡ, ହାତ ଫୁଲିବା ସହ ରକ୍ତହୀନତା ଥିବା ଜଣାପଡିଛି ।...

ଢେଙ୍କାନାଳ – ଆଜି ତା:୨୩/୦୩/୨୦୨୬ ରିଖ ସୋମବାର ଦିନ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାଏକଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛ। ଜିଲ୍ଲାର ୮ଟି ବ୍ଳକର୍ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସାମାଜିକ ସଂଗଠନର ଅଧିକାରୀ ମାନେ ଯୋଗଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲାରେ ବିଭନ୍ନ...
ବଅଁରପାଳ ବ୍ଲକ ଅଞ୍ଚଳ ରେ କୋର୍ଟ ଶୁଭ ଉଦ୍ଘାଟନ ଉତ୍ତମ ଶିକ୍ଷା ଲାଭ କରି ନ୍ୟାୟାଳୟରେ ଯୋଗ ଦେବାର ଆବଶ୍ୟକତା ରହିଛି : ଓଡ଼ିଶାମୁଖ୍ୟ ବିଚାରପତି ଜେ ବି ଏନ(ସୁଶୀଲ କୁମାର /ସୁଶାନ୍ତ କୁମାର) ୦୭/୦୨ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତ ପାଇଁ ବଅଁରପାଳ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି...
ଉତ୍ତରାଖଣ୍ଡ ଗ୍ଲାସିଅର୍ ବିସ୍ଫୋରଣ: ସିଏମ୍ ତ୍ରିବେନ୍ଦ୍ର ବିପର୍ଯ୍ୟୟରେ ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଜେ ବି ଏନ, ୦୭/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ/ଉତ୍ତରାଖଣ୍ଡ : ରବିବାର ପୂର୍ବାହ୍ନରେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ବର୍ଷା ରେ ଏହି ଗ୍ଲେସିୟର ବିସ୍ଫୋରଣ ହୋଇଥିଲା। କୁହାଯାଉଛି ଯେ ଗ୍ଲେସିୟର ବିସ୍ଫୋରଣ...
ଚାଷୀଙ୍କ ଚକାଜାମ ଆନ୍ଦୋଳନ ପାଇଁ ସଜାଗ ପୋଲିସ : ୫୦ ହଜାର ସୁରକ୍ଷା କର୍ମୀ ନିୟୋଜିତ: ଦିଲ୍ଲୀ ଜେ ବି ଏନ, ୦୬/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ୫୦ ହଜାର ପୋଲିସ କର୍ମୀ ଚକା ଜାମ୍ ପାଇଁ ନିୟୋଜିତ ଅଛନ୍ତି l କୌଣସି ଅପ୍ରୀତିକର ପରିସ୍ଥିତି କୁ ମୁକାବିଲା...

ଦ୍ଵିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଢେଙ୍କାନାଳ ଜିଲ୍ଲାରେ ଶୁଭାରମ୍ଭ (ଜେ ବି ଏନ) ୦୬/୦୨ /୨୦୨୧ ସୁଶାନ୍ତ କୁମାର /ଶୁଭମ ପାଣି ଢେଙ୍କାନାଳ : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ଆଗଧାଡିର କୋରୋନା ଯୋଦ୍ଧାମାନଙ୍କୁ ଦିଆଯାଉଛି ଟିକା । ପୋଲିସ ଓ ପ୍ରାଶାସନିକ ଅଧିକାରୀ ଓ ଅନ୍ୟ କର୍ମଚାରୀ ଟିକା...

ଆପୋଲୋ ଜାନର ଚଂଦ୍ର ଅବତାରଣର ୫୦ ବର୍ଷ ପୁର୍ତ୍ତୀ : ନାସା କଲା ଖୁଲାସା ଜେ ବି ଏନ, ୦୬/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ/ନାସା : ଆଜି ଆପୋଲୋ ଜାନର ଚଂଦ୍ର ପୃଷ୍ଟ ଅବତରଣ କୁ ପଚାଶ ବର୍ଷ ପୁରିଛି । ଏ ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି l...

ସ୍ଵାମୀନାଥନ କମିଟି ର ସୁପାରିସ ପାଇଁ ବିଜେପି – ବିଜେଡି ର ମଧୁର ଲଢେଇ (ଜେ ବି ଏନ) ୦୬/୦୨/୨୦୨୧ ନୂଆଦିଲ୍ଲୀ /ଭୁବନେଶ୍ଵର – ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି । ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ...








All rights reserved. Designed by Inter Softech