
ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ଉପରେ ବିମାନ ଆକ୍ରମଣ କରିଛନ୍ତି। ଯେଉଁଥିରେ ତେହେରାନ ସମେତ ଅନେକ ସହର କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ପରେ ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିଷୟରେ ପ୍ରଶ୍ନ ଉଠିଛି, କାହିଁକି ଏହା ଆକ୍ରମଣକୁ ରୋକିବାରେ ବିଫଳ ହୋଇଛି? ଇରାନ ସମ୍ପ୍ରତି ଚୀନଠାରୁ ଏହାର ପ୍ରତିରକ୍ଷାକୁ ସୁଦୃଢ଼ କରିବା...

ନୂଆଦିଲ୍ଲୀ – ପୁଣି ଥରେ ଅନ୍ତର୍ଜାତୀୟ ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନୀ ଚୋରା ଚାଲାଣକାରୀଙ୍କ ଘୃଣ୍ୟ କାର୍ଯ୍ୟକଳାପକୁ ପଣ୍ଡ କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ବିକାନେର ଜିଲ୍ଲାର ଖାଜୁୱାଲା ସେକ୍ଟରରେ ଏକ ମିଳିତ ଅଭିଯାନ ଚଳାଇ କୋଟି କୋଟି ଟଙ୍କାର ହେରୋଇନ୍ ଜବତ କରିଛନ୍ତି। ସୂଚନା ଅନୁଯାୟୀ, ଭାରତ-ପାକିସ୍ତାନ ସୀମା ନିକଟବର୍ତ୍ତୀ KND ଅଞ୍ଚଳ ନିକଟରେ ଏକ ୫ ବିଡି...

କଟକ: ଆଜି ଦହିବରା ଆଳୁଦମ ଦିବସ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଶ୍ ଉତ୍ସାହର ସହ ଏହି ଦିବସ ପାଳନ କରାଯାଇଛି। କଟକ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକ ଠାରେ ଏଥିପାଇଁ ମେଳା ଲାଗିଛି। ଏଥିରେ ଦହିବରା ବ୍ୟବସାୟୀମାନେ ଅଂଶ ଗ୍ରହଣ କରିବା ସହ ଷ୍ଟଲ ଖୋଲି ଗ୍ରାହକଙ୍କୁ ସ୍ଵତନ୍ତ୍ର ସ୍ୱାଦର ଦହିବରା ପରଷି ଦେଉଛନ୍ତି।...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ମଦୁରାଇରେ ୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପବିତ୍ର ନଗରୀ ମଦୁରାଇରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ତାମିଲନାଡୁର ବିକାଶ ଯାତ୍ରାରେ ଏକ ଗର୍ବର ଅଧ୍ୟାୟ। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ପରିବର୍ତ୍ତନ କରିବା,...

ପୁରୀ: ଖୁବଶିଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ ଦଳ ପୁରୀ ଗସ୍ତରେ ଆସିଥିବାବେଳେ ସେମାନଙ୍କ ସହ ହୋଇଥିବା ଆଲୋଚନା ପରେ ଶ୍ରୀ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୭ ତାରିଖରେ ଟ୍ରିବ୍ୟୁନାଲ ଦଳ ଛତିଶଗଡ଼ ଗସ୍ତରେ ଯିବେ। ସେଠାରେ...

ଭୁବନେଶ୍ଵର: ସବୁ ବର୍ଷ ପରି ଏଥର ମଧ୍ୟ ଭୁବନେଶ୍ୱରରେ ୧୫ତମ ହର୍ବାଲ ହୋଲି ୨୦୨୬ ପାଳନ କରିବା ପାଇଁ ସ୍ୱପ୍ନା ପତି ଫାଉଣ୍ଡେସନ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଯାହା ରଙ୍ଗର ପର୍ବକୁ ଉପଭୋଗ କରିବା ପାଇଁ ସୁରକ୍ଷିତ ଏବଂ ପ୍ରାକୃତିକ ଉପାୟକୁ ପ୍ରୋତ୍ସାହିତ କରିବ। ଲାଭିନ୍ସଉଡ୍ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ସ୍ୱପ୍ନା ପତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ...











All rights reserved. Designed by Inter Softech