
କଟକ: ଆଜି ଦହିବରା ଆଳୁଦମ ଦିବସ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଶ୍ ଉତ୍ସାହର ସହ ଏହି ଦିବସ ପାଳନ କରାଯାଇଛି। କଟକ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକ ଠାରେ ଏଥିପାଇଁ ମେଳା ଲାଗିଛି। ଏଥିରେ ଦହିବରା ବ୍ୟବସାୟୀମାନେ ଅଂଶ ଗ୍ରହଣ କରିବା ସହ ଷ୍ଟଲ ଖୋଲି ଗ୍ରାହକଙ୍କୁ ସ୍ଵତନ୍ତ୍ର ସ୍ୱାଦର ଦହିବରା ପରଷି ଦେଉଛନ୍ତି।...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ମଦୁରାଇରେ ୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପବିତ୍ର ନଗରୀ ମଦୁରାଇରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ତାମିଲନାଡୁର ବିକାଶ ଯାତ୍ରାରେ ଏକ ଗର୍ବର ଅଧ୍ୟାୟ। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ପରିବର୍ତ୍ତନ କରିବା,...

ପୁରୀ: ଖୁବଶିଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ ଦଳ ପୁରୀ ଗସ୍ତରେ ଆସିଥିବାବେଳେ ସେମାନଙ୍କ ସହ ହୋଇଥିବା ଆଲୋଚନା ପରେ ଶ୍ରୀ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୭ ତାରିଖରେ ଟ୍ରିବ୍ୟୁନାଲ ଦଳ ଛତିଶଗଡ଼ ଗସ୍ତରେ ଯିବେ। ସେଠାରେ...

ଭୁବନେଶ୍ଵର: ସବୁ ବର୍ଷ ପରି ଏଥର ମଧ୍ୟ ଭୁବନେଶ୍ୱରରେ ୧୫ତମ ହର୍ବାଲ ହୋଲି ୨୦୨୬ ପାଳନ କରିବା ପାଇଁ ସ୍ୱପ୍ନା ପତି ଫାଉଣ୍ଡେସନ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଯାହା ରଙ୍ଗର ପର୍ବକୁ ଉପଭୋଗ କରିବା ପାଇଁ ସୁରକ୍ଷିତ ଏବଂ ପ୍ରାକୃତିକ ଉପାୟକୁ ପ୍ରୋତ୍ସାହିତ କରିବ। ଲାଭିନ୍ସଉଡ୍ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ସ୍ୱପ୍ନା ପତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ...

ରାଜ୍ୟସଭା ନିର୍ବାଚନ । ୧୬ ସେଟ୍ ଫର୍ମ କିଣିଲା ବିଜେପି । ରିଟର୍ଣ୍ଣିଂ ଅଫିସରଙ୍କଠାରୁ ଫର୍ମ କିଣିଲେ ୪ ବିଜେପି ବିଧାୟକ । ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ଏହାପରେ ୪ ବିଜେପି ବିଧାୟକ ୧୬ ସେଟ ଫର୍ମ କିଣି ଦଳ । ଏକ ବିଧାୟକ ଦଳ ପ୍ରତିନିଧି ଆସି...

କାନାଡା ଓ ଭାରତ ମଧ୍ୟରେ ସମ୍ପର୍କ ଉତ୍ଥାନ-ପତନ ଦେଇ ଗତି କରୁଥିବା ସମ୍ପର୍କକୁ ଦୁଇଦେଶ ପକ୍ଷରୁ ଉନ୍ନତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଭାରତ ଗସ୍ତରେ ଅଛନ୍ତି। ସୋମବାର ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ହୋଇଥିଲା।...










All rights reserved. Designed by Inter Softech