
ନୁଆଦିଲ୍ଲୀ: ମଙ୍ଗଳବାର ଦିନ ଦକ୍ଷିଣ ଇରାନର ଗେରାଶ ସହର ନିକଟରେ 4.3 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପ୍ରାୟ 10 କିଲୋମିଟର ଗଭୀରତାରେ ହୋଇଥିଲା ଏବଂ ଏହା ଭୂକମ୍ପ ଦୃଷ୍ଟିରୁ ସକ୍ରିୟ ଅଞ୍ଚଳରେ ପ୍ରାକୃତିକ ଭୂକମ୍ପ କାର୍ଯ୍ୟକଳାପର ସାଧାରଣ କାରଣ, ଏଥିରେ ଗୁରୁତର କ୍ଷୟକ୍ଷତି କିମ୍ବା ମୃତାହତର ତୁରନ୍ତ କୌଣସି ରିପୋର୍ଟ ନାହିଁ।...

ନୂଆଦିଲ୍ଲୀ : ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର । ଇରାନର ସରକାରୀ ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ । ତେହେରାନରେ ଥିବା ଇରାନର ସରକାରୀ ପ୍ରସାରଣ କେନ୍ଦ୍ର (IRIB) କୁ ବୋମାମାଡ଼ କରି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି ଇସ୍ରାଏଲ ସେନା । ଏହି ସ୍ଥାନକୁ ଇରାନର ସେନା...

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଜେ ଏନ୍ ଟାଟାଙ୍କ ୧୮୭ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ମେରାମଣ୍ଡଳୀ, ୦୩.୦୩.୨୦୨୬: ଭାରତୀୟ ଶିଳ୍ପ ଉଦ୍ଯୋଗର ମହାନ ଉଦ୍ୟୋଗପତି ତଥା ଟାଟା ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଜାମସେଦଜୀ ନୁସେରୱାନଜୀ ଟାଟାଙ୍କୁ ତାଙ୍କ ୧୮୭ତମ ଜୟନ୍ତୀରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଟାଟା ଷ୍ଟିଲ୍ ରେ ଆଜିର ଦିନକୁ...

ଡେରା ପଞ୍ଚାୟତ ଉନ୍ନତିରେ ବ୍ୟଘାତ ସାଜିଛନ୍ତି କିଛି ସରକାରୀ ଜମି ମାଫିଆ Date -03/03/26 ତାଳଚେର ତାଳଚେର ବ୍ଲକ ଡେରା ପଞ୍ଚାୟତ ଅଧୀନରେ ଥିବା ସରକାରୀ ଜମିକୁ ଅକ୍ତିଆର କରି ରଖିଛନ୍ତି କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷ ଯାହା ଫଳରେ ପଞ୍ଚାୟତର କିଛି ଉନ୍ନତି ମୂଳକ କାର୍ଯ୍ୟ କରିବାରେ ବ୍ୟାଘାତ ସ୍ତୃଷ୍ଟି ହେଉଛି। ଏହି ସରକାରୀ ଜମିକୁ ଫେରାଇ...

ଶ୍ରୀ ଦୋଳ ଗୋବିନ୍ଦ ଜୀଉ ଙ୍କ ଦୋଳ ମହୋତ୍ସବ ବଅଁରପାଳ,୦୨/୦୩ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ଶ୍ରୀ ଦୋଳ ଗୋବିନ୍ଦ ଜୀଉ ବିଯେ ଟ୍ରଷ୍ଟ ବୋର୍ଡ ଓ ବଳରାମପ୍ରସାଦ ଗୋପାଳ ସମାଜ ପକ୍ଷରୁ ଶ୍ରୀ ଦୋଳ ଗୋବିନ୍ଦ ଜୀଉଙ୍କ ଦୋଳ ମହୋତ୍ସବ ମହାଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ଫଗୁଦଶମୀରେ ଗୋପାଳ ସମାଜର ବଡ଼ ବେହେରା...

ଭୁବନେଶ୍ୱର: ମହିଳାଙ୍କ ଘରୋଇ ହିଂସା, ନିର୍ଯାତନା, ଯୌତୁକ, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲଂଘନ ଏବଂ ମହିଳା କଲ୍ୟାଣ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଶୁଣାଣି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହିକ୍ରମରେ ଉକ୍ତ ମାମଲା ଗୁଡିକର ଉପସ୍ଥାପନା ଓ...








All rights reserved. Designed by Inter Softech