
ଦକ୍ଷିଣ ସିନେମାର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ ୨୬ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ପ୍ରଥମ ଥର ପାଇଁ ଏହି ଯୋଡ଼ିଙ୍କୁ ଏକାଠି ଦେଖିବାକୁ ମିଳିଛି। ବିଜୟ ଏବଂ ରଶ୍ମିକା ତେଲୁଗୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଏହି ଯୋଡ଼ି ଏବେ ଉଦୟପୁର ଛାଡି ଯାଇଛନ୍ତି,...

ଭୁବନେଶ୍ୱର: ପିସିଆର କର୍ମଚାରୀଙ୍କ ନିୟମ କଡାକଡି ସହ ଲାଗିଲା ନୋଟିସ । ଏଣିକି ନିୟମ ଖିଲାପ କଲେ ସସପେଣ୍ଡ ଓ ଡିସଚାର୍ଜ ସହ ଜେଲ ଯିବେ । ଚନ୍ଦକା ଥାନାର ପିସିଆର କର୍ମଚାରୀ ଲାଞ୍ଚ ନେବାର ପ୍ରମାଣ ମିଳିଥିଲା । ପିସିଆରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ନିୟମ କଡାକଡି ଲାଗୁ କରାଯାଇଛି । ଅବସରପ୍ରାପ୍ତ ସେନାଧିକାରୀ...

ନୁଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ ବୋଲିଭିଆରେ ଶୁକ୍ରବାର (୨୭ ଫେବୃଆରୀ) ଦିନ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ଲା ପାଜ୍ ନିକଟସ୍ଥ ଏଲ୍ ଆଲ୍ଟୋ ସହରରେ ବୋଲିଭିଆନ୍ ବାୟୁସେନାର ଏକ ହର୍କୁଲିସ୍ ସି-୧୩୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି। ଏହି ଘଟଣାର...

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବକେୟା ଭୂରାଜସ୍ବ ଓ ଜଳକର ଆଦାୟ ନିର୍ଦ୍ଦେଶ। ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ। ଚଳିତ ବର୍ଷ ୯୮୦ କୋଟି ଟଙ୍କା ଭୂରାଜସ୍ବ ଓ ୨୫.୩୨ କୋଟି ଜଳକର ବାକି ରହିଛି । ଆଗରୁ ବାକିଥିବା ଭୂରାଜସ୍ବ ଓ ଜଳକର ଆଦାୟ ପାଇଁ ନିର୍ଦ୍ଦେଶ ।

ଶ୍ରୀ ଶ୍ୟାମ ବିହାରୀଙ୍କ ଫାଲଗୁନ ମହୋତ୍ସବ ଭଟଲି (ଅଭିମନ୍ୟୁ ପଧାନ) : ପବିତ୍ର ଫାଲଗୁନ ଶୁକ୍ଳ ଏକାଦଶୀ ତିଥିରେ ଭଟଲି କୁଶନପୁରୀ ଗ୍ରାମ ସ୍ଥିତ ଶ୍ରୀ ଶ୍ୟାମ ବିହାରୀ ଜୀଙ୍କ ଫାଲଗୁନ ମେଳା ପାଳିତ ହୋଇଯାଇଛି । ଗୁରୁବାର ସନ୍ଧ୍ୟା ୭ଟାରୁ ବରଗଡ଼ ସ୍ବୟଂସିଦ୍ଧା ଭବନରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲ୍ଲୀରୁ ଆସିଥିବା ରୀତିକ...

ଦିଲ୍ଲୀର ଏକ କୋର୍ଟ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଦୋଷମୁକ୍ତ କରିଛନ୍ତି। ରାୟ ଉପରେ ପ୍ରତିକ୍ରିୟା ଦେଇ ତେଲଙ୍ଗାନା ଜାଗୃତିର ପ୍ରତିଷ୍ଠାତା କେ. କବିତା ‘ସତ୍ୟମେବ ଜୟତେ’ (ସତ୍ୟର ଜୟ ହୁଏ) ବୋଲି କହିଛନ୍ତି। କବିତା ଦାବି କରିଛନ୍ତି ଯେ ଏହି ମାମଲା...









All rights reserved. Designed by Inter Softech